ନେପାଳରେ ପୁଣି ଥରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ମୂଷଳଧାରା ବର୍ଷା, ଫୁଲିଥିବା ନଦୀ ଏବଂ ପାହାଡ଼ ଧସିବା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଓ ଭୂସ୍ଖଳନରେ ରାସ୍ତା, ପୋଲ ଏବଂ ଘର ଭାସିଯାଇଥିବା ବେଳେ ଅନେକ …
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଓଡ଼ିଶା ପୁଲିସ ଟିମ୍ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ। କନ୍ଧମାଳ ପୁଲିସ ଏକ ଅଭିଯୁକ୍ତଙ୍କୁ ନେଇ ରିୱା ଯାଉଥିବା ବେଳେ ସିଦ୍ଧି ଜିଲ୍ଲାରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀମାନେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ସହ …
ଦେଶବ୍ୟାପୀ ପଟାକା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ନୁହେଁ: ସୁପ୍ରିମକୋର୍ଟ, ଦୀପାବଳି ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ଉପରେ ଜୋର
ସାରା ଦେଶରେ ପଟାକା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ପର୍ବ ଲୋକଙ୍କ ଭାବନା ସହ ଜଡ଼ିତ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। …
ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ, କମ୍ପାଉଣ୍ଡ ତୀରନ୍ଦାଜୀରେ ସ୍ୱର୍ଣ୍ଣ
ଏସୀୟ କ୍ରୀଡ଼ା ୨୦୨୬ରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି। କମ୍ପାଉଣ୍ଡ ତୀରନ୍ଦାଜୀ ମହିଳା ଦଳଗତ ବିଭାଗରେ ଭାରତୀୟ ଦଳ ଚୀନ୍କୁ ୨୩୮-୨୩୪ ସ୍କୋରରେ ପରାସ୍ତ କରିଛି। ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସପ୍ତମ ସ୍ୱର୍ଣ୍ଣ …
ଗୁଆହାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଗୁଆହାଟୀରେ ଖେଳାଯିବ। ପ୍ରଥମ ମୁକାବିଲାରେ ଭାରତ ୮ ୱିକେଟ୍ରେ ବିଜୟୀ ହୋଇଥିବାରୁ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ନିଜ ନାମରେ କରିବା …
କୁପୋଷଣମୁକ୍ତ ଓଡ଼ିଶା ଲକ୍ଷ୍ୟ: ପୋଷଣ ଉପରେ ପରିବାରକୁ ସାମିଲ କରିବାକୁ ଗୁରୁତ୍ୱ
ଭୁବନେଶ୍ୱରର ବରମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ଓ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ସହ ରାଜ୍ୟକୁ କୁପୋଷଣମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ …
୧୨ ଜିଲ୍ଲାରେ ଆଇଟି ପାର୍କ, ୮ ଥିମ୍ ଆଧାରିତ ପାର୍କ ପାଇଁ ଯୋଜନା
ଓଡ଼ିଶାରେ ଆଇଟି କ୍ଷେତ୍ରକୁ ଭୁବନେଶ୍ୱର ବାହାରେ ବିସ୍ତାର କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି। ଆଇଟି କମ୍ପାନି ଓ ଟେକ୍ନୋଲୋଜି ଭିତ୍ତିକ ବ୍ୟବସାୟକୁ ଅନ୍ୟ ସହରକୁ ନେବା ଲକ୍ଷ୍ୟରେ ୧୨ଟି ଜିଲ୍ଲାରେ ଆଇଟି ପାର୍କ …
ସିନେମା ହଲ୍ରେ ଏବେ ଏକାଧିକ ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍ କଲେକ୍ସନକୁ ନେଇ ଲଢ଼େଇ ଜାରି ରହିଛି। ନୂଆ ରିଲିଜ୍ ହୋଇଥିବା ‘ଦ ଓନ୍’, ‘ଦ ପାରାଡାଇଜ୍’, ‘ଏଭେଞ୍ଜର୍ସ: ଏଣ୍ଡଗେମ୍ ଏନକୋର’, ଏହା ସହିତ ‘ମିର୍ଜାପୁର ଦ ମୁଭି’ ଏବଂ ‘ହନୁମାନ …
ୱାଶିଂଟନ୍: ଆମେରିକାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ନୂଆ ନାମକରଣ ଆଣିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଣିକି ସରକାରୀ ଯୋଗାଯୋଗରେ ‘Artificial Intelligence’ ବଦଳରେ ‘Super Intelligence’ ଶବ୍ଦ ବ୍ୟବହାର କରାଯିବ। ଏନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି …
ରାଜ୍ୟସଭା ନିର୍ବାଚନ: ଅଖିଳେଶଙ୍କ ବଡ଼ ଘୋଷଣା, ପରିମଲ ନଥୱାନୀଙ୍କ ପୁଅ ଧନରାଜଙ୍କୁ ପ୍ରାର୍ଥୀ କଲା ସମାଜବାଦୀ ପାର୍ଟି
ଉତ୍ତରପ୍ରଦେଶରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ମୁଖ୍ୟ ଅଖିଳେଶ ଯାଦବ ନିଜ ଦାଦା ରାମଗୋପାଳ ଯାଦବଙ୍କ ସହ ଧନରାଜ ପରିମଲ ନଥୱାନୀଙ୍କୁ ପ୍ରାର୍ଥୀ କରିଛନ୍ତି। ଉଭୟ ପ୍ରାର୍ଥୀ ବୁଧବାର ନାମାଙ୍କନ …
