ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଡିଜି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ବିବାଦ ମଧ୍ୟରେ ଆଜିର ଶୁଣାଣି ଉପରେ ନଜର ରହିଛି। ଏହି ମାମଲାରେ ଜେଲ୍ ଡିଜି ସୁଶାନ୍ତ …
ଭୁବନେଶ୍ୱର: ମହାନଦୀରେ ଦେଖାଦେଇଛି ଛୋଟ ବନ୍ୟା। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା କମିଥିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୮୨ ହଜାର …
ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ରେ ଦେଖିବାକୁ ମିଳିବ କି ନାହିଁ, ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଟି-୨୦ ଓ ଟେଷ୍ଟ୍ କ୍ରିକେଟ୍ରୁ ସନ୍ୟାସ ନେଇଥିବା ରୋହିତ ବର୍ତ୍ତମାନ ଦିନିକିଆ ଫର୍ମାଟ୍ରେ …
MMDR ପ୍ରସଙ୍ଗରେ ବିଜେଡି ଆନ୍ଦୋଳନକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା
MMDR Amendment Act, 2026କୁ ନେଇ ବିଜେଡିର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ତାଙ୍କ କହିବା ଅନୁସାରେ, ବିରୋଧୀ ଦଳ ଭାବେ କେବଳ ଆନ୍ଦୋଳନ କରିବା ବଦଳରେ ସରକାରଙ୍କ ସମ୍ମୁଖରେ …
ଭୁବନେଶ୍ୱର: ମହାନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ମୁଣ୍ଡୁଳିରେ ମଧ୍ୟ ଜଳ ପ୍ରବାହ ବୃଦ୍ଧି ପାଉଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ଏହା ବଢ଼ି …
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ବିଜେଡିର ଆନ୍ଦୋଳନ ଜୋରଦାର ହୋଇଛି। ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭରେ ବିଜେଡି ନେତ୍ରୀ ସୁଜାତା କାର୍ତ୍ତିକେୟନ ଯୋଗଦେଇ ସଂଶୋଧିତ ଆଇନ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। …
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାରର ଆଉ ଏକ ସେଟ୍ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ଅଳଙ୍କାରଗୁଡ଼ିକରେ ଫାଟ ଓ କ୍ଷୟକ୍ଷତି ଦେଖାଦେଇଥିବାରୁ ନୂଆ ସେଟ୍ ତିଆରି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷର ସୁନାବେଶ …
MMDR ସଂଶୋଧନ ବିରୋଧରେ କାଲି କଂଗ୍ରେସର ବିକ୍ଷୋଭ, ୨୦ ସାଂସଦଙ୍କ ନିରବତାକୁ ନେଇ ତାରାଙ୍କ ପ୍ରଶ୍ନ
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ଜାରି ରହିଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଧାନସଭା ଘେରାଉ ପାଇଁ କଂଗ୍ରେସ ସହ ବାମଦଳଗୁଡ଼ିକ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। କଂଗ୍ରେସ …
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ରାଜ୍ୟରେ ରାଜନୈତିକ ତାତି ଜାରି ରହିଛି। ଏହି ଆଇନର ବିରୋଧରେ ସେପ୍ଟେମ୍ବର ୨୮ରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେଡି ପକ୍ଷରୁ ବିଶାଳ ବିକ୍ଷୋଭ ଓ ଗଣଧାରଣା ଆୟୋଜନ କରାଯାଇଛି। ଏଥିରେ ଦଳର ସୁପ୍ରିମୋ ତଥା …
ବର୍ଷା ଯୋଗୁଁ ପାକିସ୍ତାନ-ହଂକଂ ମ୍ୟାଚ୍ ବାତିଲ, ରାଙ୍କିଙ୍ଗ୍ ଆଧାରରେ ଉଭୟ ଦଳକୁ ମିଳିଲା ଫାଇଦା ନିସିନ୍: ଏସୀୟ କ୍ରୀଡ଼ାର କ୍ରିକେଟ୍ ଇଭେଣ୍ଟରେ ବର୍ଷା ପ୍ରଭାବ ପଡ଼ିଛି। ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାର୍ଟରଫାଇନାଲ୍ ମୁକାବିଲା ଲଗାଣ ବର୍ଷା …
