ପାଇକାରୀ ଔଷଧ ବ୍ୟବସାୟ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କଠାରୁ ₹୬ ହଜାର ନେଉଥିବା ସମୟରେ ଅଧିକାରୀଙ୍କୁ ଧରିଥିବା ଜଣାପଡ଼ିଛି। …
ଜଗତପୁର ପ୍ରଗତି ମିଲ୍କ ୟୁନିଟ୍-୨ରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୫ ଦମକଳ ନିୟୋଜିତ
କଟକ ଜିଲ୍ଲା ଜଗତପୁରସ୍ଥିତ ପ୍ରଗତି ମିଲ୍କର ୟୁନିଟ୍-୨ରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କାରଖାନା ପରିସରରେ ଥିବା ଲହୁଣୀ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିଥିବା ଜଣାପଡ଼ିବା …
ଅଧିକାର ଦାବିରେ ରଣହୁଙ୍କାର, ଗନ୍ଧମାର୍ଦ୍ଦନ ଖଣିରେ କାମ ବନ୍ଦ କଲେ ଅଞ୍ଚଳବାସୀ
ନିଜ ଅଧିକାର ଓ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ଲୋକେ। କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଓଏମ୍ସି ଖଣି କାର୍ଯ୍ୟକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିବାଦକାରୀମାନେ ଖଣି …
ଓଡ଼ିଶାରେ ଶିଳ୍ପ ବିକାଶକୁ ନୂଆ ଗତି, ୩୭ ପ୍ରକଳ୍ପକୁ ଜମି ଅନୁମୋଦନ
ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଦିଗରେ ଇଡ୍କୋ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଇଡ୍କୋର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପାଇଁ ଜମି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ବଡ଼ ଶିଳ୍ପ ପ୍ରକଳ୍ପ …
କୋଚିଂ ହବ୍କୁ ଯିବାକୁ ପଡ଼ିବନି; ରାଜସ୍ଥାନର ବାରାନ୍ର ୧୧ ସରକାରୀ ସ୍କୁଲରେ ଆରମ୍ଭ ହେଲା ସ୍ମାର୍ଟ ଲର୍ଣ୍ଣିଂ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସହର ଭଳି ଉନ୍ନତ ଶିକ୍ଷା ଓ ପ୍ରତିଯୋଗିତାମୂଳକ ପ୍ରସ୍ତୁତିର ସୁଯୋଗ ଦେବା ଲକ୍ଷ୍ୟରେ ରାଜସ୍ଥାନର ବାରାନ୍ ଜିଲ୍ଲାରେ ଆରମ୍ଭ ହୋଇଛି …
ଅଗଷ୍ଟରେ Services PMI ୫୪.୧; ଦୃଢ଼ ଚାହିଦା ଓ ନୂଆ ବ୍ୟବସାୟରେ ଅର୍ଥନୀତିକୁ ମିଳିଲା ନୂଆ ଗତି, ଭାରତୀୟ ଅର୍ଥନୀତି ପାଇଁ ଆସିଛି ଆଉ ଏକ ବଡ଼ ସକାରାତ୍ମକ ସଙ୍କେତ। ଅଗଷ୍ଟ ମାସରେ ଦେଶର ସେବା କ୍ଷେତ୍ରର ବିକାଶ ଗତି ଜୁଲାଇ …
ସଂକ୍ରମଣ ଚେନ୍ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ; ଜରୁରୀ ଭିତ୍ତିରେ ଅଧିକ ଅର୍ଥ ଓ ସମ୍ବଳ ଦାବି କଲା WHO, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲା ଭାଇରସ୍ର ପ୍ରକୋପ ଚିନ୍ତାଜନକ ରୂପ ନେଇଛି। ବୁଧବାର ସରକାରୀ ତଥ୍ୟ ଅନୁସାରେ, ଏହି …
ଦିଲ୍ଲୀର ଜାତୀୟ ଜଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାଝୀ; ସିଚାଇ, ଜଳ ସଂରକ୍ଷଣ ଓ ‘ପାଣି ପଞ୍ଚାୟତ’ ସୁଦୃଢ଼ ଉପରେ ଜୋର, ଦେଶର ଜଳ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇ ନୂଆଦିଲ୍ଲୀରେ ଆୟୋଜିତ …
ଆମେରିକାର ବଡ଼ ଆହ୍ୱାନ—AI କମ୍ପାନୀଙ୍କୁ ‘ଫେୟାର ୟୁଜ୍’ ସୁଯୋଗ, ସୃଷ୍ଟିକର୍ତ୍ତାଙ୍କ ଅଧିକାର ସୁରକ୍ଷା ପାଇଁ ନିୟମ,ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମଡେଲ୍କୁ ଟ୍ରେନିଂ ଦେବା ସମୟରେ କପିରାଇଟ୍ ସାମଗ୍ରୀର ବ୍ୟବହାରକୁ ନେଇ ବିଶ୍ୱସ୍ତରରେ ବଢ଼ୁଥିବା ବିବାଦ ମଧ୍ୟରେ G20 ଦେଶଗୁଡ଼ିକ ପାଇଁ …
ସାର କଳାବଜାରୀଙ୍କୁ ନିସ୍ତାର ନାହିଁ! ୧୧,୬୮୪ ଦୋକାନରେ ଚଢ଼ାଉ; ୨,୭୭୪ ଜଣଙ୍କୁ ନୋଟିସ୍, ୯୬ ଡିଲରଙ୍କ ଲାଇସେନ୍ସ ବାତିଲ
ଚାଷୀଙ୍କ ପାଇଁ ସାର ଯୋଗାଣକୁ ସୁଗମ କରିବା ସହ ସାର କଳାବଜାରୀ, ମହଜୁଦଦାରୀ ଓ ଅନିୟମିତତା ଉପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ଖରିଫ୍ ୨୦୨୬-୨୭ ଋତୁରେ ସାରର ଅବାଧ ଯୋଗାଣ ନିଶ୍ଚିତ କରିବା ଏବଂ ଚାଷୀଙ୍କୁ …
