କଟକ ଏସ୍ସିବି ବଡ଼ ମେଡିକାଲ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ହୋଇଥିବା ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଘଟଣାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି। ଏହି ଘଟଣାରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ କୁମାର ରାଉତଙ୍କୁ ମଙ୍ଗଳାବାଗ …
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହାନଦୀ ଜଳ ବିବାଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା
ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ଆଲୋଚନା କରିବାର ସୂଚନା ମିଳିଛି। ଓଡ଼ିଶାର …
ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା, ବିପଦ ସଙ୍କେତ ଛୁଇଁଲା ଜଳକା; ବଢ଼ୁଛି ବୁଢ଼ାବଳଙ୍ଗ ଜଳସ୍ତର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜଳକା …
ସମ୍ବଲପୁରରେ C-DAC ଆଞ୍ଚଳିକ କେନ୍ଦ୍ର ଓ STPI ସମ୍ପ୍ରସାରଣ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ
ଓଡ଼ିଶାରେ ଶିକ୍ଷା, ଆଇଟି ଓ ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ଆଗକୁ ନେବା ଲକ୍ଷ୍ୟରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଦୁଇଟି ପୃଥକ ପତ୍ର ଲେଖି ସମ୍ବଲପୁରରେ ପ୍ରଯୁକ୍ତିଭିତ୍ତିକ ଭିତ୍ତିଭୂମିକୁ ମଜବୁତ କରିବା …
ବିଧାୟକଙ୍କ ଦରମା-ଭତ୍ତା ବୃଦ୍ଧି ନେଇ ପୁଣି ଚର୍ଚ୍ଚା, ଭୁବନେଶ୍ୱରରେ ଯୁଗ୍ମ କମିଟିର ଆଲୋଚନା
ଓଡ଼ିଶାର ବର୍ତ୍ତମାନର ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏନେଇ ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଓ …
କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ ଓ ସନ୍ତାନଙ୍କୁ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏଣିକି ଅଦାଲତ ନିର୍ଦ୍ଦେଶ ଦେଇଥିବା ଭରଣପୋଷଣ କିମ୍ବା ଆଲିମୋନି ରାଶି ସମ୍ପୃକ୍ତ କର୍ମଚାରୀଙ୍କ ମାସିକ ଦରମାରୁ କାଟି ପତ୍ନୀ …
ଲାଞ୍ଚ ମାମଲାରେ ଶ୍ରମ ଅଧିକାରୀ ଗିରଫ, ସରକାରୀ କ୍ୱାର୍ଟରରୁ ୭.୨୯ ଲକ୍ଷ ନଗଦ ଓ ୩୦୦ ଗ୍ରାମ୍ ସୁନା ଜବତ
ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ସମ୍ପତ୍ତି ଯାଞ୍ଚ ବେଳେ ବଡ଼ ଧରଣର ନଗଦ ଟଙ୍କା ଓ ସୁନା ମିଳିଛି। ତାଙ୍କ ସରକାରୀ କ୍ୱାର୍ଟରରୁ ପ୍ରାୟ ୭ ଲକ୍ଷ ୨୯ ହଜାର …
ଓଡ଼ିଶା ପୁଲିସ ବିଭାଗ ପାଇଁ ଏକ ଦୁଃଖଦ ଖବର। କ୍ରାଇମବ୍ରାଞ୍ଚ ସିଆଇଡିର ଆଇଜି ସଫିନ ଅହମ୍ମଦଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘଦିନ ଧରି କର୍କଟ ରୋଗରେ ଚିକିତ୍ସାଧୀନ ଥିବା ସଫିନ ଅହମ୍ମଦ କେରଳର ତିରୁବନନ୍ତପୁରମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ …
ଓଲିଉଡ୍ରେ ଏବେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ପଶାପାଲି’। ସିନେମାର ସୁଟିଂ ଶେଷ ହୋଇଥିବାବେଳେ ବର୍ତ୍ତମାନ ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଏହାର ଏଡିଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି।ରାଜନୈତିକ ପୃଷ୍ଠଭୂମିକୁ ଆଧାର କରି ଫିଲ୍ମର କାହାଣୀ …
ଜାତୀୟ କ୍ରୀଡ଼ା ଦିବସରେ ‘ଏକ ଘଣ୍ଟା ଖେଳ’ର ଆହ୍ୱାନ: ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି, ଫିଟ୍ ଇଣ୍ଡିଆକୁ ଗୁରୁତ୍ୱ
ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ କ୍ରୀଡ଼ାକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କୁ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ସହ ଯୋଡ଼ିବା ଉପରେ …
