ଉତ୍ତରପ୍ରଦେଶର ରାୟବରେଲୀରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଗସ୍ତ ପୂର୍ବରୁ ପୋଷ୍ଟରକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲକ୍ଷ୍ନୌ-ରାୟବରେଲୀ ରାସ୍ତାର ବିଭିନ୍ନ ସ୍ଥାନରେ ଅଖିଲେଶଙ୍କ ସମର୍ଥନ ଓ ବିରୋଧରେ ଭିନ୍ନ ଭିନ୍ନ ପୋଷ୍ଟର ଲଗାଯାଇଛି। ଅଖିଲେଶ ଯାଦବ ଗୁରୁବାର …
UPI ପେମେଣ୍ଟ ଉପରେ ପ୍ରସ୍ତାବିତ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (MDR)କୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ଏହି ବିରୋଧର ଅଂଶ ଭାବେ ବିଭିନ୍ନ ବ୍ୟବସାୟୀ ସଂଗଠନ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଦିନକୁ ‘ନୋ UPI …
ପୁରୁଷ ଡବଲ୍ ସ୍କଲ୍ସରେ ଭାରତକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତି ଦେଶକୁ କଲେ ଗର୍ବିତ, ଏସିଆନ୍ ଗେମ୍ସରେ ଭାରତୀୟ ରୋଇଂ ପାଇଁ ଯୋଡ଼ି ହୋଇଛି ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। ପୁରୁଷ ଡବଲ୍ ସ୍କଲ୍ସ ଇଭେଣ୍ଟରେ ସତନାମ ସିଂହ ଓ ସଲମାନ …
ସିନେମା ହଲ୍ରେ ଏବେ ଚାରିଟି ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍ ଟକ୍କର ଚାଲିଛି। ନୂଆ ରିଲିଜ୍ ହୋଇଥିବା ‘ଦାୟରା’ ଏବଂ ‘ଭାଇବ୍’ ସହ ‘ମିର୍ଜାପୁର ଦି ମୁଭି’ ଓ ‘ହନୁମାନ ଅଂଶ’ ଦର୍ଶକଙ୍କ ପାଇଁ ସିନେମା ହଲ୍ରେ ଉପଲବ୍ଧ ରହିଛି। ତେବେ …
ଦୁଇ ନିର୍ବାଚନ କମିଶନରଙ୍କ ଆପତ୍ତି ରିପୋର୍ଟ ପରେ ରାଜନୈତିକ ତାତି; ECI କହିଲା—ଅନ୍ତିମ ନିଷ୍ପତ୍ତି ସର୍ବସମ୍ମତିରେ ନୂଆଦିଲ୍ଲୀ: ଭୋଟର ତାଲିକାର Special Intensive Revision ବା SIRକୁ ନେଇ ନିର୍ବାଚନ କମିଶନ ଭିତରେ କଥିତ ମତଭେଦ ସାମ୍ନାକୁ ଆସିବା ପରେ ରାଜନୈତିକ …
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ହ୍ୱାଇଟ୍ ହାଉସ୍ରେ ସ୍ୱାଗତ କରୁଛନ୍ତି। ଶି ଜିନପିଙ୍ଗ ଏବଂ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନଙ୍କ ରାଜକୀୟ ଗସ୍ତକୁ ନେଇ ହ୍ୱାଇଟ୍ ହାଉସ୍ରେ ଅନେକ ଔପଚାରିକ କାର୍ଯ୍ୟକ୍ରମ ରହିଛି। ଆମେରିକା …
ଡାଟା ସେଣ୍ଟର, AI ଓ ସେମିକଣ୍ଡକ୍ଟରକୁ ଗୁରୁତ୍ୱ; ୫୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଭୁବନେଶ୍ୱର, ୨୩ ସେପ୍ଟେମ୍ବର: ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ …
ଏକତା ନଗର: ଲୋକପ୍ରିୟ ସିନେ ତାରକା ଓ ସେଲିବ୍ରିଟିମାନଙ୍କୁ ଅସ୍ୱାସ୍ଥ୍ୟକର ଉତ୍ପାଦର ବିଜ୍ଞାପନ ଏବଂ ପ୍ରଚାରରୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁଜରାଟର ଏକତା ନଗରରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେଇ ସେ …
SIRକୁ ନେଇ ନିର୍ବାଚନ କମିଶନରେ ମତଭେଦ ଚର୍ଚ୍ଚା; ‘ଆପତ୍ତି ଥିଲେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ କାହିଁକି ହେଲେନି?’
ଭୁବନେଶ୍ୱର: ଭୋଟର ତାଲିକାର Special Intensive Revision ବା SIRକୁ ନେଇ ନିର୍ବାଚନ କମିଶନ ଭିତରେ ମତଭେଦ ଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ବଢ଼ିଛି। ରିପୋର୍ଟରେ ନିର୍ବାଚନ …
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସ୍ୱେରେ ବୁଧବାର ରାତିରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ରେ ହଠାତ୍ ନିଆଁ ଲାଗିଯିବା ପରେ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୯ ଜଣ …
