କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅବପାତଜନିତ ବର୍ଷା ପରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ବର୍ଷା କମିଥିଲେ ମଧ୍ୟ ଅନେକ ଜଳବନ୍ଦି ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ହଟିନାହିଁ। ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଟପାଡ଼ ଓ ନବରଙ୍ଗପୁରର ବନ୍ୟା …
ମୁଣ୍ଡଳୀରେ ୭.୫୨ ଲକ୍ଷ କ୍ୟୁସେକ୍ ଜଳପ୍ରବାହ, ତଳିଆ ଅଞ୍ଚଳ ପ୍ରତି ବଢ଼ିଲା ବିପଦ ବାଙ୍କୀ: ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀରେ ପୁଣି ବଢ଼ିବାରେ ଲାଗିଛି ଜଳପ୍ରବାହ। ଚଳିତ ବର୍ଷ ମହାନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ କଟକ …
ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଜୟପୁର: ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶମାର୍ଗରେ ବନ୍ୟା ପ୍ରଭାବିତ …
Health & Wellness Summit 2026ରେ ଡ. ଜିତେନ୍ଦ୍ର ସିଂହଙ୍କ ଆହ୍ୱାନ; ଶାରୀରିକ–ମାନସିକ ସୁସ୍ଥତା ଓ ସୁସ୍ଥ ଯୁବପିଢ଼ିକୁ ‘ବିକଶିତ ଭାରତ ୨୦୪୭’ର ଭିତ୍ତି ବୋଲି କହିଲେ, କେବଳ ରୋଗର ଚିକିତ୍ସା ନୁହେଁ, ରୋଗ ହେବା ପୂର୍ବରୁ ତାହାକୁ ରୋକିବା ଉପରେ …
ଭାରତର ପୂର୍ବ ଉପକୂଳର ଏକମାତ୍ର ମେଗା ପୋର୍ଟ ଭାବେ ଉଭା ହେଲା ପାରାଦ୍ବୀପ ପାରାଦ୍ବୀପ, ୨୫ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖବର। କେନ୍ଦ୍ର ସରକାର ପାରାଦ୍ବୀପ ବନ୍ଦରକୁ ଆନୁଷ୍ଠାନିକ ଭାବେ ‘ମେଗା …
ବାଲେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ଗାଁକୁ ବନ୍ୟାଜଳ ଘେରିଥିବା ବେଳେ …
ଛାତ୍ର ରାଜନୀତିରେ ଚର୍ଚ୍ଚାରେ କନ୍ଧମାଳର ବର୍ଷାରାଣୀ ହାଇଦ୍ରାବାଦ: ହାଇଦ୍ରାବାଦରେ ଓଡ଼ିଆ ଝିଅଙ୍କ ଦମ୍। ଶିକ୍ଷା ପରେ ଏବେ ଛାତ୍ର ରାଜନୀତିର ମଇଦାନରେ ନିଜ ପରିଚୟ ତିଆରି କରୁଛନ୍ତି କନ୍ଧମାଳର ଯୁବ ଛାତ୍ରୀ ବର୍ଷାରାଣୀ ବେହେରା। ଛାତ୍ର ସଂସଦ ନିର୍ବାଚନରେ ଉପସଭାପତି ପଦ …
ସମବାୟ ସମିତି ହେବ ଗ୍ରାମାଞ୍ଚଳର ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟର: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ରାଜ୍ୟର ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଚାଷୀଙ୍କୁ ସମବାୟ ସଂସ୍ଥା ସହ ଅଧିକ ସଂଖ୍ୟାରେ ଯୋଡ଼ିବା ପାଇଁ ‘ସମ୍ବନ୍ଧ’ ନାମରେ ମେଗା …
‘ଶେଷ ପାହାଚର ବ୍ୟକ୍ତିଙ୍କ ନିକଟରେ ବିକାଶ ପହଞ୍ଚାଇବା ଆମ ସଂକଳ୍ପ’ ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାରେ ଥିବା ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’କୁ ଆଧାର କରି ଶାସନ ବ୍ୟବସ୍ଥାକୁ ଆଗକୁ ନେବା ସହ ସମାଜର ଶେଷ …
ତୃତୀୟ ଦିନରେ ବି ଅଚଳ ବିଧାନସଭା, ବିରୋଧୀଙ୍କ ପ୍ରତିବାଦ ଜାରି
ଚଳିତ ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନରେ ମଧ୍ୟ ବିଧାନସଭାର ସ୍ୱାଭାବିକ କାର୍ଯ୍ୟ ଚାଲିପାରିନାହିଁ। ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବାରୁ ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ ମୁଲତବୀ ହୋଇଛି। …
