ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଯାଇଛି। ଏହି ଅବସରରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ଲୋକ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ପାରମ୍ପରିକ …
ଚଳିତ ମହିଳା ଟି-୨୦ ଏସିଆ କପ୍ର ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ବିଜୟ ସହ ଫାଇନାଲ ଟିକେଟ୍ ହାତେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଟାଇଟଲ ଲଢ଼େଇରେ ପହଞ୍ଚିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ …
ବିପଦ ସଙ୍କେତ ତଳେ ସବୁ ନଦୀ; ମାଲକାନଗିରି-କଳାହାଣ୍ଡି ଉପରେ କଡ଼ା ନଜର, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ …
ଦେଶର ପ୍ରମୁଖ ୩୦ଟି କ୍ରୀଡ଼ା ସଂଗଠନକୁ ୨୦୨୬ ବର୍ଷ ପାଇଁ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍ (NSF) ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏହି ସଂଘଗୁଡ଼ିକର ନାମ ସ୍ଥାନ ପାଇଛି। ମାନ୍ୟତାପ୍ରାପ୍ତ …
ଓଲିଉଡ୍ରେ ଦୁଇ ଦଶକର ଯାତ୍ରା ପୂରଣ କରିଥିବା ଅନେକ କଳାକାର ନିଜ ଅଭିନୟ ଓ ପରିଶ୍ରମ ବଳରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ ରାଉତରାୟ, ଜୀନା ସାମଲ, ଚନ୍ଦନ କର ଓ …
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଚାଲିଛି। ଏହି ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର। ଚରିତ୍ରଟିକୁ ପରଦାରେ ବିଶ୍ୱସନୀୟ ଭାବେ ଉପସ୍ଥାପନ କରିବା ପାଇଁ ରଣବୀରଙ୍କ ପ୍ରସ୍ତୁତି କେବଳ ଶରୀର …
ଦିଲ୍ଲୀରେ PG ବିବାଦକୁ ନେଇ କିରଣ ବେଦୀଙ୍କ ବଡ଼ ପ୍ରଶ୍ନ, ଜନପ୍ରତିନିଧି ଓ MCD ଅଧିକାରୀଙ୍କ ସମ୍ପତ୍ତି ଖୁଲାସା ଦାବି
ଦିଲ୍ଲୀରେ ଏକ PGକୁ ନେଇ ଉଠିଥିବା ବିବାଦ ମଧ୍ୟରେ ପୂର୍ବତନ IPS ଅଧିକାରୀ କିରଣ ବେଦୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲା ବିଜେପି ବିଧାୟକ ଅନିଲ ଶର୍ମାଙ୍କ ମାଲିକାନାରେ ଥିବା ବୋଲି କୁହାଯାଉଥିବା …
ଟିମ୍ ଇଣ୍ଡିଆ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ରେ ନେଟ୍ସରେ ପୂରା ଲୟରେ ବୋଲିଂ କରିଛନ୍ତି ଜସପ୍ରୀତ ବୁମରା। ତାଙ୍କ ବୋଲିଂ ଦେଖି ଲାଗୁଛି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ପଡ଼ିଆକୁ ଫେରିବାକୁ …
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଜନକଲ୍ୟାଣକାରୀ ଯୋଜନା ଏବଂ ଭିତ୍ତିଭୂମି ବିକାଶ ପାଇଁ ତାଙ୍କୁ ୩ଟି ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହି ଗସ୍ତ ସମୟରେ ଶୁକ୍ରବାର ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଭେଟିଛନ୍ତି। …
୬.୧୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ, ନୂଆ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଭୁବନେଶ୍ୱର/ଦୁବାଇ, ୧୧ ସେପ୍ଟେମ୍ବର ୨୦୨୬: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ୟୁଏଇରେ ଚାଲିଥିବା ତିନିଦିନିଆ ନିବେଶ ଅଭିଯାନ …
