ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲା ଅନ୍ତର୍ଗତ ୟୁସମାର୍ଗ ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଜଣେ ଟପ୍ କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କୀକୁ ମହମ୍ମଦ ଆସିଫ ଓରଫ ହାଶିମ ମୂସା ବୋଲି …
ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ବିଭିନ୍ନ ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ …
୧୦୦ ଉପକୂଳ ଗାଁକୁ ‘ସୁନାମି ପ୍ରସ୍ତୁତ’ ସ୍ୱୀକୃତି, ୩୮୧ ସୁନାମିପ୍ରବଣ ଗାଁକୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ କରିବା ଲକ୍ଷ୍ୟ
ସୁନାମି ଭଳି ସମୁଦ୍ରଜନିତ ବିପର୍ଯ୍ୟୟର ମୁକାବିଲା ଓ ଉପକୂଳ ଅଞ୍ଚଳରେ ତୃଣମୂଳସ୍ତରର ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ଆଉ ଏକ ବଡ଼ ସଫଳତା ହାସଲ କରିଛି। ୟୁନେସ୍କୋ-ଆଇଓସିର ସୁନାମି ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ମୋଟ ୧୦୦ଟି ଉପକୂଳ …
ଏକ ସୁପୋଷିତ ଓଡ଼ିଶା ପାଇଁ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୯/୯: ଏକ ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଜରିଆରେ ସରକାର କାର୍ଯ୍ୟ କରୁଛି। …
AIIB ବୈଠକ ପାର୍ଶ୍ୱରେ ନିବେଶ, ବାଣିଜ୍ୟ ଓ ଡିଜିଟାଲ୍ ପେମେଣ୍ଟ ଉପରେ ଫୋକସ୍; ଭାରତ–ଜୋର୍ଡାନ୍ ବାଣିଜ୍ୟକୁ ୨୦୩୦ ସୁଦ୍ଧା ୫ ବିଲିୟନ୍ ଡଲାରକୁ ନେବା ଲକ୍ଷ୍ୟ, କତାରର ଦୋହାରେ ଆୟୋଜିତ Asian Infrastructure Investment Bank (AIIB) 2026 ବାର୍ଷିକ ବୈଠକ …
ବ୍ରହ୍ମପୁର: ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଥିବା ନିମ୍ନମାନର କାମ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ପରେ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ …
ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ମାଥିଲି ବ୍ଲକ୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସେ ବର୍ତ୍ତମାନ ମାଲକାନଗିରି DRDA ସହ ସଂଲଗ୍ନ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗିରଫ ପରେ ତାଙ୍କୁ …
ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ ଠିକଣାରେ ଏକକାଳୀନ ତଲାସି, ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ସମ୍ବଲପୁରର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ବଡ଼ ଧରଣର ତଲାସି ଅଭିଯାନ …
ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଓ ସହଯୋଗୀଙ୍କୁ ଧରିଥିଲା ଭିଜିଲାନ୍ସ; ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ଏକାଧିକ ସ୍ଥାନରେ ତଲାସି ଜାରି, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ବିରୋଧରେ ରୁଜୁ ଟ୍ରାପ୍ ମାମଲାର ତଦନ୍ତ ଆହୁରି ବ୍ୟାପକ …
ନବରଙ୍ଗପୁର: ଲଗାଣ ବର୍ଷା ଓ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେବେ ପାଣି କମିବା ପରେ ଏବେ ସାମ୍ନାକୁ ଆସିବାରେ ଲାଗିଛି ବନ୍ୟାର କ୍ଷୟକ୍ଷତିର …
