• Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ମନୋରଞ୍ଜନ
  • ବ୍ୟବସାୟ
  • ପର୍ଯ୍ୟଟନ
  • ସଂସ୍କୃତି
  • ଖେଳ
Friday, November 27, 2026
  • Login/Register
Banner
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ମନୋରଞ୍ଜନ
  • ବ୍ୟବସାୟ
  • ପର୍ଯ୍ୟଟନ
  • ସଂସ୍କୃତି
  • ଖେଳ
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ମନୋରଞ୍ଜନ
  • ବ୍ୟବସାୟ
  • ପର୍ଯ୍ୟଟନ
  • ସଂସ୍କୃତି
  • ଖେଳ
Copyright 2021 - All Right Reserved
0 FacebookTwitterPinterestWhatsapp
OdishaWeather

ବାତ୍ୟା ଅକଭାନ୍‌ କୁ ନେଇ ପୁରୀ ବେଳାଭୂମିରେ କଟକଣା,

by Archana Singh November 20, 2026
by Archana Singh November 20, 2026 0 comments

ପୁରୀ ଉପକୂଳରେ ବାତ୍ୟା ଭୟ । ବେଳାଭୂମିରୁ ଚିଲିକା, ସବୁଠି ବଢ଼ିଲା ସତର୍କତା । ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଏକାଧିକ ପଦକ୍ଷେପ । ନଭେମ୍ବର ୧୮ ତାରିଖରୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ …

Read more
0 FacebookTwitterPinterestWhatsapp
Weather

ଓଡ଼ିଶା ଉପକୂଳରେ ବାତ୍ୟା ‘ଅକଭାନ୍‌’ର ପ୍ରଭାବ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍‌’କୁ ନେଇ ଉପକୂଳ ଅଞ୍ଚଳରେ ବଢ଼ିଛି ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବା ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।ଗୋପାଳପୁର ନିକଟବର୍ତ୍ତୀ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଚାଲିବାର ଆକଳନ କରାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟାର ଗତି ଘଣ୍ଟାପ୍ରତି ପ୍ରାୟ ୨୧ କିଲୋମିଟର ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିସହ ଉତ୍ତର ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।ଜନସୁରକ୍ଷାକୁ ପ୍ରାଥମିକତା, ପ୍ରଶାସନର ବ୍ୟାପକ ପ୍ରସ୍ତୁତିବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିପଦପ୍ରବଣ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ସୂଚନା ରହିଛି।ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ନପାଇବା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷିତ ପକ୍କା ଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନ ଅନୁରୋଧ କରିଛି।ସେପଟେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଏବଂ ଅଗ୍ନିଶମ ବିଭାଗର ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ, ରାସ୍ତାରୁ ଗଛ ହଟାଇବା ଏବଂ ଜରୁରୀ ସେବା ପୁନଃସ୍ଥାପନ ଉପରେ ପ୍ରଶାସନର ନଜର ରହିଛି।ସମଗ୍ର ସ୍ଥିତି ଉପରେ ପାଣିପାଗ ବିଭାଗ ଓ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରାଯାଇଛି।

by Sunita Jena November 20, 2026
by Sunita Jena November 20, 2026 0 comments
Read more
0 FacebookTwitterPinterestWhatsapp
OdishaWeather

ମୁକାବିଲାରେ ସରକାରଙ୍କ ବଡ଼ ପଦକ୍ଷେପ | ୩.୭୨ ଲକ୍ଷ ଲୋକ ସ୍ଥାନାନ୍ତର, ସୁରକ୍ଷିତ ମା’ ଓ ନବଜାତ

by Archana Singh November 20, 2026
by Archana Singh November 20, 2026 0 comments

ବାତ୍ୟାର ଭୟ… ଚାରିଆଡ଼େ ଆଶଙ୍କା… ଆଉ ଏହାରି ଭିତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜୋରଦାର ପ୍ରସ୍ତୁତି। ବାତ୍ୟା ଅକୱାନକୁ ମୁକାବିଲା କରିବା ପାଇଁ ସତର୍କ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି …

Read more
0 FacebookTwitterPinterestWhatsapp
Weather

ବାତ୍ୟା ‘ଅକ୍‌ଭାନ୍‌’କୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଲାପବନ ଅପେକ୍ଷା ବର୍ଷାର ପ୍ରଭାବ ଅଧିକ, ଅନେକ ଜିଲ୍ଲାକୁ ସତର୍କ ସୂଚନାଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଛି। ବାତ୍ୟାର ଗତିପଥରେ ପରିବର୍ତ୍ତନ ହେଉଥିବାରୁ ପାଣିପାଗ ବିଭାଗର ନଜର ଏହା ଉପରେ ରହିଛି। ଗୋପାଳପୁର, ପୁରୀ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ନିକଟ ସମୁଦ୍ର ଅଞ୍ଚଳରେ ବାତ୍ୟାର ପ୍ରଭାବ ଅନୁଭୂତ ହେଉଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ଶୁକ୍ରବାର ମଧ୍ୟାହ୍ନ ସମୟରେ ଗୋପାଳପୁର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳ ଦେଇ ଗତି କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବା ସହ ଝଟକାରେ ୯୦ କିଲୋମିଟର ଛୁଇଁବାର ଆଶଙ୍କା ରହିଛି।ତେବେ ବାତ୍ୟାର ସବୁଠାରୁ ବଡ଼ ଚିନ୍ତା ହେଉଛି ପ୍ରବଳ ବର୍ଷା। ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ନଦୀନାଳର ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜିପାରେ।ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅରେଞ୍ଜ ଓ ୟେଲୋ ଆଲର୍ଟ ରହିଛି।ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ଓ ଗୋପାଳପୁରରେ ଉଚ୍ଚସ୍ତରୀୟ ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଅଞ୍ଚଳରେ ପବନ ଓ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।ସୁରକ୍ଷା ଦୃଷ୍ଟିରୁ ଅନେକ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।ବାତ୍ୟାର ଗତି କମିଲେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିପାରେ। ତେଣୁ ଅଯଥାରେ ଘରୁ ବାହାରକୁ ନଯିବା, ନଦୀ ଓ ସମୁଦ୍ର ନିକଟକୁ ନଯିବା ଏବଂ ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ।

by Sunita Jena November 20, 2026
by Sunita Jena November 20, 2026 0 comments
Read more
0 FacebookTwitterPinterestWhatsapp
Entertainment

ଗ୍ଲାମରସ୍ ଅନ୍ଦାଜରେ ଏକାଠି ତେନ୍ଦୁଲକର ପରିବାରର ତିନି ମହିଳା, ସାନିଆଙ୍କ ସହ ଅଞ୍ଜଳି ଓ ସାରାଙ୍କ ଖାସ୍ ମୁହୂର୍ତ୍ତ ଭାଇରାଲ୍

by Sunita Jena November 19, 2026
by Sunita Jena November 19, 2026 0 comments

କ୍ରିକେଟ୍ ଜଗତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପରିବାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏଥର କୌଣସି କ୍ରିକେଟ୍ ଉପଲବ୍ଧି ପାଇଁ ନୁହେଁ, ବରଂ ପରିବାରର ତିନି ମହିଳାଙ୍କ ମଧ୍ୟରେ ଥିବା ଆତ୍ମୀୟତା ଓ ସୁନ୍ଦର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର …

Read more
0 FacebookTwitterPinterestWhatsapp
SPORTS

ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟିନୀଙ୍କୁ ହରାଇଲେ ଭାରତର ରକ୍ଷିତା

by Sunita Jena November 19, 2026
by Sunita Jena November 19, 2026 0 comments

ହଂକଂ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୁବ ଖେଳାଳି ରକ୍ଷିତା ରାମରାଜ ଚମତ୍କାର ପ୍ରଦର୍ଶନ କରି ବଡ଼ ବିଜୟ ହାସଲ କରିଛନ୍ତି। ମହିଳା ଏକକ ପ୍ରି-କ୍ୱାର୍ଟର ଫାଇନାଲରେ ସେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟିନୀ ଚୀନର ୟୁ ଫେଇଙ୍କୁ …

Read more
0 FacebookTwitterPinterestWhatsapp
OdishaWeather

ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା!୧୩ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

by Archana Singh November 19, 2026
by Archana Singh November 19, 2026 0 comments

ବାତ୍ୟା ‘ଅକୱାନ୍’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ବାତ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଲର୍ଟ ମୋଡ୍‌ରେ ରହିଛି ପ୍ରଶାସନ। ପୁରୀଠାରୁ କେନ୍ଦ୍ରାପଡ଼ା ଓ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ଜୋରଦାର …

Read more
0 FacebookTwitterPinterestWhatsapp
OdishaWeather

ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା! ୭ ନଦୀ ଉପରେ କଡ଼ା ନଜର

by Archana Singh November 19, 2026
by Archana Singh November 19, 2026 0 comments

ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା। ବାତ୍ୟା ସହ ସମ୍ଭାବ୍ୟ ବନ୍ୟାକୁ ନେଇ ଆଲର୍ଟ ମୋଡ୍‌ରେ ରାଜ୍ୟ ସରକାର। ରାଜ୍ୟର ୭ଟି ପ୍ରମୁଖ ନଦୀ ଉପରେ ରଖାଯାଇଛି କଡ଼ା ନଜର। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଗୁଆ ସତର୍କ …

Read more
0 FacebookTwitterPinterestWhatsapp
OdishaWeather

ପୁରୀରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

by Archana Singh November 19, 2026
by Archana Singh November 19, 2026 0 comments

ବାତ୍ୟା ‘ଆକୱାନ୍’କୁ ନେଇ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ପ୍ରଶାସନକୁ ଦେଲେ କଡ଼ା ନିର୍ଦ୍ଦେଶ। ବାତ୍ୟାରେ ଯେପରି ଜଣେ …

Read more
0 FacebookTwitterPinterestWhatsapp
OdishaWeather

ବାତ୍ୟା ପାଇଁ ଆକ୍ସନ୍ ମୋଡ୍‌ରେ ସରକାର! ୯ ଜିଲ୍ଲା ଦାୟିତ୍ୱରେ ୮ IAS

by Archana Singh November 19, 2026
by Archana Singh November 19, 2026 0 comments

ବାତ୍ୟା ‘ଅକୱାନ୍’କୁ ନେଇ ଆଲର୍ଟ ମୋଡ୍‌ରେ ରାଜ୍ୟ ସରକାର। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଜୋରଦାର ହୋଇଛି ପ୍ରଶାସନିକ ପ୍ରସ୍ତୁତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାର ଦାୟିତ୍ୱ ୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦିଆଯାଇଛି। ଜିଲ୍ଲାସ୍ତରରେ ବାତ୍ୟା …

Read more
  • 1
  • …
  • 3
  • 4
  • 5
  • 6
  • 7
  • …
  • 150

Keep in touch

Facebook Twitter Instagram Pinterest Youtube Email
Top Selling Multipurpose WP Theme

Popular Posts

  • 1

    Prompt Engineering ପରେ ଆସୁଛି Loop Engineering, AI ନିଜେ...

    June 23, 2026 243 views
  • 2

    NEET ରି-ଏଗ୍ଜାମ୍ ପୂର୍ବରୁ ଛାତ୍ରୀଙ୍କ ବଢ଼ିଲା ଚିନ୍ତା, ୧୫୦୦ କିମି...

    June 20, 2026 230 views
  • 3

    ଓଡ଼ିଶା ଭିଜିଲାନ୍ସ ଜାଲରେ ଆଇଟିଡିଏ ଇଞ୍ଜିନିୟର; କୋଟି କୋଟି ଟଙ୍କାର...

    July 30, 2021 176 views
  • 4

    ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା, ଡିଜିପିଙ୍କ ସ୍ପଷ୍ଟୀକରଣ

    July 6, 2026 168 views
  • 5

    ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି, ଭାସମାନ...

    August 3, 2026 155 views

Subscribe Newsletter

About Us

About Us

ଓଡ଼ିଆ କନେକ୍ଟ (Odia Connect) ହେଉଛି ଏକ ବିଶ୍ୱସନୀୟ ଡିଜିଟାଲ ନ୍ୟୁଜ୍ ପୋର୍ଟାଲ, ଯାହା ଓଡ଼ିଶା, ଦେଶ ଓ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଖବରକୁ ଦ୍ରୁତ, ନିରପେକ୍ଷ ଓ ସଠିକ ଭାବରେ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ରାଜନୀତି, ଅର୍ଥନୀତି, ଶିକ୍ଷା, କୃଷି, ପର୍ଯ୍ୟଟନ, ସଂସ୍କୃତି ଓ ଧର୍ମ ସମ୍ବନ୍ଧୀୟ ତାଜା ଖବର ଓ ବିଶ୍ଳେଷଣ ମାଧ୍ୟମରେ ଆମେ ଓଡ଼ିଆ ସମାଜକୁ ସଚେତନ ଓ ସଂଯୁକ୍ତ ରଖିବାରେ କାର୍ଯ୍ୟ କରୁଛୁ।

Editor Picks

  • ଅମାନିଆଙ୍କୁ ମୋଟା ଅଙ୍କର ତଣ୍ଡ, ତଥାପି କମୁନି ସଡ଼କ ଦୁର୍ଘଟଣା

    November 26, 2026
  • ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ସୁଭେନ୍ଦୁଙ୍କୁ ଧନ୍ୟବାଦ ଜଣାଇଲେ ମୋହନ...

    November 26, 2026
  • ପ୍ୟାକେଟ୍ ଖାଦ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

    November 26, 2026

Categories

  • Business (34)
  • Culture (49)
  • Entertainment (69)
  • Faith (6)
  • Featured (627)
  • National (338)
  • Odisha (840)
  • Politics (132)
  • SPORTS (128)
  • Technology (27)
  • Uncategorized (67)
  • Video (1)
  • Weather (45)
  • Facebook
  • Twitter
  • Instagram
  • Youtube
  • Email

@2026 - All Right Reserved.

  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ମନୋରଞ୍ଜନ
  • ବ୍ୟବସାୟ
  • ପର୍ଯ୍ୟଟନ
  • ସଂସ୍କୃତି
  • ଖେଳ

Read alsox

ଜନ୍ମାଷ୍ଟମୀରେ ପୁରୀ ବେଳାଭୂମିରେ ଶ୍ରୀକୃଷ୍ଣଙ୍କ ଦିବ୍ୟ ବାଲୁକା...

September 4, 2026

ଓଡ଼ିଶା କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରି: ଖରିଫରେ...

November 10, 2026

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୫ଟି ଗେଟ୍ ଖୋଲା

August 19, 2026
Sign In

Keep me signed in until I sign out

Forgot your password?

Password Recovery

A new password will be emailed to you.

Have received a new password? Login here