ରାଉରକେଲାବାସୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବରରୁ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ପୁଣି ଥରେ ବଡ଼ ବିମାନ ଚଳାଚଳ ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଆଲିଆନ୍ସ ଏୟାର୍ ପକ୍ଷରୁ ୭୨ …
୪ଜି ନେଟୱର୍କ ବିସ୍ତାର: ମାର୍ଚ୍ଚ ସୁଦ୍ଧା ଆଉ ୮୬୫ ଗାଁରେ ପହଞ୍ଚିବ ବିଏସ୍ଏନ୍ଏଲ୍ ସେବା
ଓଡ଼ିଶାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକୁ ଦ୍ରୁତ ଇଣ୍ଟରନେଟ୍ ସେବା ସହ ଯୋଡ଼ିବା ଦିଗରେ ବିଏସ୍ଏନ୍ଏଲ୍ ପକ୍ଷରୁ ନେଟୱର୍କ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୭୪୧ଟି ନୂଆ ୪ଜି ଟାୱାର ସ୍ଥାପନ କରାଯାଇଥିବାବେଳେ ୨୪୮୭ଟି ଦୁର୍ଗମ ଗ୍ରାମକୁ ୪ଜି …
କାନାଡା ଓପନ୍ରେ ଚମକିଲେ ପୋଲାଣ୍ଡର ଟେନିସ୍ ତାରକା ଇଗା ସ୍ୱିଆଟେକ୍। ଗୁରୁବାର ଫାଇନାଲ୍ରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଏଲେନା ରିବାକିନାଙ୍କୁ ସିଧାସଳଖ ୬-୨, ୬-୩ ସେଟ୍ରେ ପରାସ୍ତ କରି ସ୍ୱିଆଟେକ୍ ଚଳିତ ସିଜନ୍ର ପ୍ରଥମ ଟାଇଟଲ୍ ହାସଲ କରିଛନ୍ତି। ୟୁଏସ୍ …
ସବୁ ସହରାଞ୍ଚଳରେ ୪ଥାକିଆ ବାଇପାସ୍ ନିର୍ମାଣ ନେଇ ନୂଆ ନୀତି, ଜାତୀୟ ରାଜପଥରେ ଟ୍ରାଫିକ୍ ଭିଡ଼ କମାଇବାକୁ ସରକାରଙ୍କ ପଦକ୍ଷେପ
ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଭିଡ଼ କମାଇବା, ଦୁର୍ଘଟଣା ହ୍ରାସ କରିବା ଏବଂ ଭବିଷ୍ୟତର ସହରୀକରଣକୁ ଦୃଷ୍ଟିରେ ରଖି ‘ସହରାଞ୍ଚଳ ଭିଡ଼ ହ୍ରାସ ନୀତି’ ଲାଗୁ କରିବାକୁ ଯୋଜନା ହୋଇଛି। ଦୀର୍ଘମିଆଦୀ ସହର ବିକାଶକୁ ଧ୍ୟାନରେ ରଖି ନୂଆ …
ସମସ୍ତ ଅଞ୍ଚଳରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଆଗାମୀ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ଦେଶର ଆଇନଗତ ସୂଚନାକୁ ଆହୁରି ସରଳ, ଦ୍ରୁତ ଓ ନାଗରିକକୈନ୍ଦ୍ରିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପୁନର୍ଗଠିତ ‘ଇଣ୍ଡିଆ କୋଡ୍ ପୋର୍ଟାଲ’ ଗୁରୁବାର ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୨ରେ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ …
ବିରୋଧୀଙ୍କ ହଙ୍ଗାମା ଓ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ମଧ୍ୟରେ ଗୁରୁବାର ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ୨୫ ଦିନ ଧରି ଚାଲିଥିବା ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ହୋଇଥିଲା। ଏହି ସମୟରେ ଲୋକସଭା ଓ ରାଜ୍ୟସଭା ମିଶି …
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁସିଆ ଡ୍ୟାମ ନିକଟରେ ଅଘଟଣ ଘଟିଛି। ପ୍ରଖର ପାଣି ସୁଅରେ ଭାସିଯାଇ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ। ପ୍ରାୟ ୬ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। …
ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ୨ ମାଫିଆ
ଗଞ୍ଜେଇ ଚୋରାଚାଲାଣ ପାଇଁ ମାଫିଆମାନେ ନୂଆ ଉପାୟ ଆପଣାଉଥିବା ବେଳେ ମାଲକାନଗିରିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସରେ ଲୁଚାଇ ଗଞ୍ଜେଇ ମହାରାଷ୍ଟ୍ରକୁ ନେବା ଉଦ୍ୟମକୁ କାଲିମେଳା ପୁଲିସ ବିଫଳ କରିଛି। ସୂଚନା ଅନୁଯାୟୀ, ସୁଧାକୋଣ୍ଡା ଜଙ୍ଗଲ ଅଞ୍ଚଳରୁ ଏକ …
ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି। ମୋରଡା ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର …
