ସ୍ୱାଧୀନ ଅଡିଟର୍ଙ୍କ ଦ୍ୱାରା AI ସିଷ୍ଟମ୍ ଯାଞ୍ଚ ଉପରେ ସହମତି; ଡାଟା ସେଣ୍ଟର ବିସ୍ତାରକୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତିଙ୍କ ସମର୍ଥନ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ସୁରକ୍ଷିତ ବିକାଶ ଓ ବ୍ୟବହାରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଆମେରିକାରେ ଏକ ନୂଆ …
ଭୁବନେଶ୍ୱର: ସିଏଜି ରିପୋର୍ଟ ଏବଂ ଡିଏମଏଫ୍ ଅର୍ଥ ବ୍ୟବହାରକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି। ଦଳର ମୁଖପାତ୍ର ଅନିଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି MMDR ପ୍ରସଙ୍ଗରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଅନିଲ …
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ଦାବି ମଧ୍ୟରେ INDIA ମେଣ୍ଟ ବୈଠକ, ‘ଏକଲା ଚଲୋ’ ନୀତିକୁ ନେଇ ଉଦ୍ଧବଙ୍କ ଆପତ୍ତି
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପଦରୁ ଇସ୍ତଫା ଦାବି ଏବଂ ଭୋଟର ତାଲିକାର Special Intensive Revision (SIR)କୁ ନେଇ ବିରୋଧୀ INDIA ମେଣ୍ଟର ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନ …
ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ନିଜ ବାର୍ତ୍ତା ପହଞ୍ଚାଇବା ପାଇଁ ଇରାନ ଏବେ ପପ୍ କଲ୍ଚର ଓ ସୋସିଆଲ ମିଡିଆ ମିମ୍କୁ ମଧ୍ୟ ବ୍ୟବହାର କରୁଛି। ଭାରତସ୍ଥିତ ଇରାନୀ ଦୂତାବାସ ଏଥର ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଶୋଲେ’ର ଠାକୁର ବଳଦେବ ସିଂହଙ୍କ ଚରିତ୍ରକୁ …
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଓ କାନ୍ଥରେ କଳା ରଙ୍ଗରେ ସ୍ଲୋଗାନ ଲେଖାଯିବା ଘଟଣାରେ ପୁଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ସୋମବାର ବିଜୟ ନଗର ଅଞ୍ଚଳରେ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ …
କଟକ ଏସ୍ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ନାମକ ଜଣେ ରୋଗୀ ନିଶାମୁକ୍ତି ଚିକିତ୍ସା ପାଇଁ ଏସ୍ସିବିର ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। …
ନୀତୀଶ କୁମାରଙ୍କୁ ନେଇ ସୋନିଆଙ୍କ ମନ୍ତବ୍ୟରେ JDUର ପ୍ରତିକ୍ରିୟା, ଶ୍ୟାମ ରଜକ କହିଲେ- ‘ସେ ବିଶ୍ୱାସର ପ୍ରତୀକ’
ଦିଲ୍ଲୀରେ ବୁଧବାର INDIA ମେଣ୍ଟର ବୈଠକ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ କଂଗ୍ରେସ ୱର୍କିଂ କମିଟି ବୈଠକରେ ହୋଇଥିବା ଆଲୋଚନାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି। ନୀତୀଶ କୁମାରଙ୍କୁ ନେଇ ସୋନିଆ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ପରେ …
ନେପାଳରେ ପୁଣି ଥରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ମୂଷଳଧାରା ବର୍ଷା, ଫୁଲିଥିବା ନଦୀ ଏବଂ ପାହାଡ଼ ଧସିବା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଓ ଭୂସ୍ଖଳନରେ ରାସ୍ତା, ପୋଲ ଏବଂ ଘର ଭାସିଯାଇଥିବା ବେଳେ ଅନେକ …
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଓଡ଼ିଶା ପୁଲିସ ଟିମ୍ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ। କନ୍ଧମାଳ ପୁଲିସ ଏକ ଅଭିଯୁକ୍ତଙ୍କୁ ନେଇ ରିୱା ଯାଉଥିବା ବେଳେ ସିଦ୍ଧି ଜିଲ୍ଲାରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀମାନେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ସହ …
ଦେଶବ୍ୟାପୀ ପଟାକା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ନୁହେଁ: ସୁପ୍ରିମକୋର୍ଟ, ଦୀପାବଳି ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ଉପରେ ଜୋର
ସାରା ଦେଶରେ ପଟାକା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ପର୍ବ ଲୋକଙ୍କ ଭାବନା ସହ ଜଡ଼ିତ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। …
