Featured posts
କ୍ରିକେଟ୍ ମଇଦାନରେ ନିଜ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୪, …
Featured posts
କ୍ରିକେଟ୍ ମଇଦାନରେ ନିଜ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୪, …
ବଙ୍ଗୋପସାଗରରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ହେବାର ସଙ୍କେତ ମିଳୁଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପ ଏବଂ ଅବପାତର ରୂପ ନେଇ ଶକ୍ତିଶାଳୀ ହେବାର ସମ୍ଭାବନା ନେଇ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍ ଆକଳନ କରୁଛନ୍ତି। …
ମୟୂରଭଞ୍ଜରେ ଦୁଇ ଅଡିଟ୍ ଅଧିକାରୀଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ଘଟଣା ଏବେ ଚର୍ଚ୍ଚାରେ। ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଦୁଇ ଅଡିଟରଙ୍କୁ ଧରିଥିଲା। ସେମାନଙ୍କ ପାଖରୁ …
ନୟାଗଡ଼ରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆଗକୁ ବଢ଼ୁଛି। କାରଖାନା ପାଇଁ ଉପଯୁକ୍ତ ଜମି ଚିହ୍ନଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ପଟାସ ଲିମିଟେଡ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ …
ଆସନ୍ତା ଅକ୍ଟୋବରରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେଇପାରନ୍ତି। ତେବେ ତାଙ୍କ ଗସ୍ତର …
ପରିବେଶ ସୁରକ୍ଷା ସହ ବିକାଶର ସମନ୍ୱୟ ରଖିବା ଦିଗରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ସେପ୍ଟେମ୍ବର ୧୪ ପ୍ରତିଷ୍ଠା ଦିବସ ଅବସରରେ ବୋର୍ଡର ଚାରି ଦଶନ୍ଧିର ଯାତ୍ରା, ପରିବେଶ ନିରୀକ୍ଷଣ, ଡିଜିଟାଲ ବ୍ୟବସ୍ଥା ଓ ସ୍ଥାୟୀ …
ସମ୍ବଲପୁର: ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସୁବିଧା। ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ସ୍ଥାପିତ ହୋଇଛି ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର। ଆଜି ଅପରାହ୍ନ ୨ଟା ୧୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ଭୁବନେଶ୍ୱର: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପକୁ ମିଳିବ ନୂଆ ଗତି। ଖୋର୍ଦ୍ଧାର ଇନ୍ଫୋଭ୍ୟାଲି-୨ରେ ପ୍ରାୟ ₹୩,୪୦୬.୨୫ କୋଟି ବିନିଯୋଗରେ ଏକ ବୃହତ୍ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ। ତାମିଲନାଡୁ ଭିତ୍ତିକ SiCSem Private Limited ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫାଲ୍ଟା ସ୍ପେଶାଲ୍ …
ମୟୂରଭଞ୍ଜ ଜିଲ୍ଲାର କଷିପଦା ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାରାଟିର ଗୋଡ଼ରେ ଲାଗିଥିବା ଧାତବ ରିଙ୍ଗ୍ରେ ‘BAN-2024’ ଏବଂ ‘701831’ ଲେଖା ଥିବାରୁ ଏହାର ଉତ୍ସ ଓ ରିଙ୍ଗ୍ର ଉଦ୍ଦେଶ୍ୟକୁ ନେଇ …
କଠିନ ପରିସ୍ଥିତି ଓ ଆର୍ଥିକ ଅଭାବ କେବେ ବି ସ୍ୱପ୍ନ ପୂରଣରେ ପ୍ରତିବନ୍ଧକ ହୋଇପାରେନାହିଁ। ଏହାର ଏକ ପ୍ରେରଣାଦାୟୀ ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ତାଜୁଙ୍ଗିଆ ପଞ୍ଚାୟତ ଅଧୀନ ସିକବାଡ଼ି ଗାଁରେ ଦେଖିବାକୁ ମିଳିଛି। ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଥିବା …