ଆମେରିକାର ବଡ଼ ଆହ୍ୱାନ—AI କମ୍ପାନୀଙ୍କୁ ‘ଫେୟାର ୟୁଜ୍’ ସୁଯୋଗ, ସୃଷ୍ଟିକର୍ତ୍ତାଙ୍କ ଅଧିକାର ସୁରକ୍ଷା ପାଇଁ ନିୟମ,ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମଡେଲ୍କୁ ଟ୍ରେନିଂ ଦେବା ସମୟରେ କପିରାଇଟ୍ ସାମଗ୍ରୀର ବ୍ୟବହାରକୁ ନେଇ ବିଶ୍ୱସ୍ତରରେ ବଢ଼ୁଥିବା ବିବାଦ ମଧ୍ୟରେ G20 ଦେଶଗୁଡ଼ିକ ପାଇଁ …
National
ନେପାଳରେ ଭୟଙ୍କର ଜଳପ୍ରଳୟ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇଦେଇଛି। ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ ନେପାଳର ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁ ଦେଶ ଦିନେ ପର୍ଯ୍ୟଟକଙ୍କ ଭିଡ଼ ଓ ଉତ୍ସାହରେ ଚଳଚଞ୍ଚଳ …
ଜାତୀୟ କ୍ରୀଡ଼ା ଦିବସରେ ‘ଏକ ଘଣ୍ଟା ଖେଳ’ର ଆହ୍ୱାନ: ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି, ଫିଟ୍ ଇଣ୍ଡିଆକୁ ଗୁରୁତ୍ୱ
ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ କ୍ରୀଡ଼ାକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କୁ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ସହ ଯୋଡ଼ିବା ଉପରେ …
ଭାରତ-ଆର୍ଜେଣ୍ଟିନା ସମ୍ପର୍କରେ ନୂଆ ଗତି: ୬.୫ ବିଲିୟନ ଡଲାର ଟପିଲା ଦ୍ୱିପାକ୍ଷିକ ବାଣିଜ୍ୟ, ଲିଥିୟମ୍ରୁ AI ଯାଏଁ ସହଯୋଗ
ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ରଣନୈତିକ ଓ ଆର୍ଥିକ ସହଭାଗିତାକୁ ଆହୁରି ମଜବୁତ କରିବା ନେଇ ଦୁଇ ଦେଶ ପ୍ରତିବଦ୍ଧତା ଦୋହରାଇଛନ୍ତି। ଅଗଷ୍ଟ ୨୪ରେ ବୁଏନୋସ୍ ଆଇରେସ୍ର ପାଲାସିଓ ସାନ୍ ମାର୍ଟିନ୍ରେ ଅନୁଷ୍ଠିତ ଚତୁର୍ଥ ଭାରତ-ଆର୍ଜେଣ୍ଟିନା ଯୁଗ୍ମ ବାଣିଜ୍ୟ କମିଟି ବୈଠକରେ …
ନେପାଳ-ତିବ୍ବତ ସୀମାରେ ଗ୍ଲାସିୟର ଭୂସ୍ଖଳନଜନିତ ଆକସ୍ମିକ ବନ୍ୟା ପରେ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ବୁଧବାର ଘଟିଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୬୦୦ରେ ପହଞ୍ଚିଥିବା ବେଳେ ସୀମାର ଦୁଇ ପାର୍ଶ୍ୱରେ ୧,୪୬୮ ଜଣ ନିଖୋଜ ଥିବା ସୂଚନା ମିଳିଛି। ବନ୍ୟାର …
ନେପାଳ-ତିବ୍ବତ ସୀମାରେ ଭୟଙ୍କର ହଡ଼ପା ବନ୍ୟା ଓ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଶୁକ୍ରବାର ଭାରତୀୟଙ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି ବୈଦେଶିକ ମନ୍ତ୍ରଣାଳୟ। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର ହୋଇଥିବା ତାମିଲନାଡୁର ୨୧ ଜଣ ଭାରତୀୟ …
ଦୁର୍ଘଟଣା ରିଲିଫ୍ ଫଣ୍ଡକୁ ଯିବ ଦରମା; ରାସୁୱା ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ୍-ପୁନର୍ବାସ ପ୍ୟାକେଜ୍, ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସରକାର ବଡ଼ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର …
୧୨ ବର୍ଷରେ ବଦଳିଲା ଆର୍ଥିକ ସମାବେଶର ଚିତ୍ର; ୩୨.୯୨ କୋଟି ମହିଳା ହେଲେ ଲାଭାର୍ଥୀ, ୪୧.୨୯ କୋଟି ରୁପେ କାର୍ଡ ଜାରି,ଦେଶର ଆର୍ଥିକ ସମାବେଶ ଅଭିଯାନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PM-JDY) ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛି। ୨୦୧୪ରେ ଆରମ୍ଭ …
ନେପାଳ ବନ୍ୟାରେ ମୋଦୀଙ୍କ ସହାୟତା ଆଶ୍ୱାସନ: ମୃତକଙ୍କ ପାଇଁ ଶୋକ, ଉଦ୍ଧାର-ରିଲିଫ୍ରେ ଭାରତ ଦେବ ସମସ୍ତ ସହଯୋଗ
ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଜୀବନହାନି ଓ ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ବନ୍ୟାରେ ଜୀବନହାନି ନେଇ ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ …
ଆମେରିକାର ନୂଆ ଟାରିଫ୍କୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟିକ ବିବାଦ ଆହୁରି ତୀବ୍ର ହୋଇଛି। ଆମେରିକା ଲାଗୁ କରିଥିବା ନୂଆ ଶୁଳ୍କର ପାଲଟା ଜବାବ ଦେଇ କାନାଡା ପ୍ରାୟ ୨୦ ବିଲିୟନ୍ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ …
