ଦେଶର ଡାକସେବାକୁ ଆହୁରି ଆଧୁନିକ, ଡିଜିଟାଲ୍ ଓ ନାଗରିକକୈନ୍ଦ୍ରିକ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଡାକ ବିଭାଗ। ସୋମବାର ଅପଗ୍ରେଡ୍ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଥିବା ବେଳେ ଦେଶର ୧୪ଟି ନବୀକରଣ ହୋଇଥିବା …
National
ନୂଆ କୋଚ୍ ଜାବି ଆଲୋନ୍ସୋଙ୍କ ଅଧୀନରେ ଚେଲସି ଧମାକାଦାର ବିଜୟ ସହ ପ୍ରିମିୟର ଲିଗ୍ ଅଭିଯାନ ଆରମ୍ଭ କରିଛି। ସୋମବାର ଲଣ୍ଡନର ପଡ଼ୋଶୀ ଫୁଲହାମକୁ ରୋମାଞ୍ଚକ ମୁକାବିଲାରେ ୩-୨ ଗୋଲ୍ରେ ପରାସ୍ତ କରିଛି ଚେଲସି। ଦଳର ଷ୍ଟାର୍ ଫରୱାର୍ଡ ଜୋଆଓ ପେଡ୍ରୋ, …
୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ହେବ ବୃହତ୍ ଯୁବ ସଂଳାପ | ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ଚିହ୍ନଟ ଉପରେ ଗୁରୁତ୍ୱ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ଅଗଷ୍ଟ ୨୭ରେ ଦେଶର ଯୁବ କ୍ରୀଡ଼ାବିତ୍ ଓ ଯୁବ ନେତାମାନଙ୍କ ସହ ସିଧାସଳଖ ଆଲୋଚନା …
ଗୁରୁଗ୍ରାମରେ ବର୍ଷା ବିତ୍ପାତ: ଘଣ୍ଟାଏ ବର୍ଷାରେ ଜଳବନ୍ଦୀ ସହର, ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ଟ୍ରାଫିକ୍ ଜାମ୍
ସୋମବାର ପ୍ରାୟ ଘଣ୍ଟାଏ ଧରି ହୋଇଥିବା ପ୍ରବଳ ବର୍ଷା ପରେ ଜଳବନ୍ଦୀ ହୋଇପଡ଼ିଛି ଗୁରୁଗ୍ରାମ। ସହରର ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଜମିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ଗାଡ଼ି ଚଳାଚଳ …
ରାପ ପାଗ ଯୋଗୁଁ ସୋମବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ପ୍ରବଳ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ଓ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ଯୋଗୁଁ ଅତି କମରେ ୧୫ଟି ବିମାନକୁ ଅନ୍ୟ …
ଗର୍ଭବତୀ ମହିଳାଙ୍କ ପାଇଁ ବଡ଼ ସୁଯୋଗ: AIIA ଆଣିଲା ‘ଗର୍ଭିଣୀ ମିତ୍ର’ କୋର୍ସ, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ
ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମହିଳାଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା, ଜୀବନଶୈଳୀ ସମ୍ପର୍କିତ ପରାମର୍ଶ ଏବଂ ସମୁଦାୟ ସ୍ତରରେ ସହାୟତା ଯୋଗାଇବା ପାଇଁ ନୂଆ ପଦକ୍ଷେପ ନେଇଛି ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA), ନୂଆଦିଲ୍ଲୀ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ …
ହଙ୍ଗେରୀରେ ଭାରତୀୟ ଚେସ୍ର ଆଉ ଏକ ବଡ଼ ସଫଳତା। ୧୯ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍ ପ୍ରତିଷ୍ଠିତ କାନିଜ୍ସା ଓପନ୍ ୨୦୨୬ର ଗ୍ରୁପ୍-ଏ ଟାଇଟଲ୍ ଜିତିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରଣେଶ ୭ ପଏଣ୍ଟ ହାସଲ କରି …
ନିର୍ଣ୍ଣାୟକ ମ୍ୟାଚ୍ରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲଶୂନ୍ୟ ଡ୍ର’ ଖେଳିବା ପରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି। ଭାରତକୁ ଶେଷ ୪ରେ ସ୍ଥାନ ପାଇଁ ଏହି ମ୍ୟାଚ୍ରେ ବିଜୟ …
କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନୂଆ ଇତିହାସ ରଚିଛନ୍ତି ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ। ଆୱେ କିମ୍ବା ନ୍ୟୁଟ୍ରାଲ୍ ଭେନ୍ୟୁରେ ଟେଷ୍ଟ ଖେଳିଥିବା ୱିକେଟକିପର ଭାବେ ଭାରତ ପାଇଁ ସର୍ବାଧିକ ରନ୍ କରିବାରେ ପନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ …
ଭାରତର ମହାକାଶ କ୍ଷେତ୍ରରେ ସରକାରଙ୍କ ନୂଆ ନୀତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମହାକାଶ କ୍ଷେତ୍ରରେ ଘରୋଇକରଣକୁ ଅଧିକ ଗୁରୁତ୍ୱ ଦେଇ ଇସ୍ରୋର ପାରମ୍ପରିକ ଭୂମିକାକୁ ସୀମିତ କରାଯାଉଛି।କଂଗ୍ରେସ ନେତା ଜୟରାମ ରମେଶ ଏହି …
