ନିଜ ଅଧିକାର ଓ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ଲୋକେ। କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଓଏମ୍ସି ଖଣି କାର୍ଯ୍ୟକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିବାଦକାରୀମାନେ ଖଣି …
Odisha
ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଦିଗରେ ଇଡ୍କୋ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଇଡ୍କୋର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପାଇଁ ଜମି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏଥିରେ ବଡ଼ ଶିଳ୍ପ ପ୍ରକଳ୍ପ …
ଦିଲ୍ଲୀର ଜାତୀୟ ଜଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାଝୀ; ସିଚାଇ, ଜଳ ସଂରକ୍ଷଣ ଓ ‘ପାଣି ପଞ୍ଚାୟତ’ ସୁଦୃଢ଼ ଉପରେ ଜୋର, ଦେଶର ଜଳ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇ ନୂଆଦିଲ୍ଲୀରେ ଆୟୋଜିତ …
ସାର କଳାବଜାରୀଙ୍କୁ ନିସ୍ତାର ନାହିଁ! ୧୧,୬୮୪ ଦୋକାନରେ ଚଢ଼ାଉ; ୨,୭୭୪ ଜଣଙ୍କୁ ନୋଟିସ୍, ୯୬ ଡିଲରଙ୍କ ଲାଇସେନ୍ସ ବାତିଲ
ଚାଷୀଙ୍କ ପାଇଁ ସାର ଯୋଗାଣକୁ ସୁଗମ କରିବା ସହ ସାର କଳାବଜାରୀ, ମହଜୁଦଦାରୀ ଓ ଅନିୟମିତତା ଉପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ଖରିଫ୍ ୨୦୨୬-୨୭ ଋତୁରେ ସାରର ଅବାଧ ଯୋଗାଣ ନିଶ୍ଚିତ କରିବା ଏବଂ ଚାଷୀଙ୍କୁ …
ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥଯାତ୍ରା: ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗଡ଼ିଲା ପ୍ରଥମ ଟ୍ରେନ୍
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ ବୁଧବାର ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୭୭୫ …
ବିଦେଶ ଶିକ୍ଷାବୃତ୍ତି ପାଇଁ ବଡ଼ ଖବର: ‘ବିଦେଶ ଶିକ୍ଷାବୃତ୍ତି’ ଆବେଦନ ଅବଧି ବଢ଼ାଇଲେ ଓଡ଼ିଶା ସରକାର
ବିଦେଶରେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ‘ବିଦେଶ ଶିକ୍ଷାବୃତ୍ତି’ (Bidesh Sikhyabruti) ଯୋଜନାରେ ଆବେଦନ କରିବାର ସମୟସୀମା ବଢ଼ାଇଛନ୍ତି। ପୂର୍ବରୁ ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧, …
ଶ୍ରୀମନ୍ଦିରରେ ବୁଧବାର ପବିତ୍ର ‘ରାହୁରେଖା ଲାଗି’ ନୀତି ପାଳନ କରାଯିବ। ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳରେ ସୁନାର ରାହୁରେଖା ଲାଗି କରାଯିବ। ଏହି ସ୍ୱତନ୍ତ୍ର ନୀତି ଶ୍ରୀମନ୍ଦିରର ପାରମ୍ପରିକ …
ବିକ୍ରମ ପଣ୍ଡାଙ୍କୁ ଜାମିନ୍ ମିଳିବା ପରେ ରାଜନୈତିକ ତୁତୁମେମେ: ଶୋଭାଯାତ୍ରାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ
ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜାମିନ୍ ମିଳିବା ପରେ ଓଡ଼ିଶାରେ ପୁଣିଥରେ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଜେଲରୁ ମୁକୁଳିବା ପରେ ବୁଧବାର ରାତିରେ ବିକ୍ରମ ପଣ୍ଡାଙ୍କୁ ଏକ ଶୋଭାଯାତ୍ରାରେ …
ଭୁବନେଶ୍ୱର: ବୈଧ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ (PUCC) ନଥାଇ ଗାଡ଼ି ଚଳାଉଥିବା ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ବିନା ବୈଧ PUCC ଥିବା ଗାଡ଼ି ଉପରେ ଲାଗୁଥିବା ଜରିମାନାରେ ପରିବର୍ତ୍ତନ କରିଛନ୍ତି। ଏଣିକି ଏହି ମାମଲାରେ …
କଟକ ଏସ୍ସିବିରେ ୧.୪୦ କୋଟି ଟଙ୍କା ହେରଫେର: ୨୦୭ ଦରମା ବିଲ୍ରେ ଅନିୟମିତତା, ହେବ ସ୍ୱତନ୍ତ୍ର ଅଡିଟ୍
କଟକ ଏସ୍ସିବି ବଡ଼ ମେଡିକାଲ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ହୋଇଥିବା ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଘଟଣାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି। ଏହି ଘଟଣାରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ କୁମାର ରାଉତଙ୍କୁ ମଙ୍ଗଳାବାଗ …
