ରାଜ୍ୟରେ ହୋମିଓପାଥି ଚିକିତ୍ସା ଓ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ …
Archana Singh
ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ହେବ ଆହୁରି ସୁଦୃଢ଼। ଦୁଇ ଦେଶର ବନ୍ଧୁତାକୁ ନୂଆ ଦିଗ ଦେବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ …
NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ପଦକ୍ଷେପ। ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟ। ଏହା ସହିତ ମାମଲାର ନିୟମିତ ଶୁଣାଣି ପାଇଁ ବାଟ ଫିଟିଛି। ତେବେ କୋର୍ଟରେ ହାଜର ହୋଇଥିବା ସମସ୍ତ ୧୪ …
ପାଟନା: ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଉପହାର। ଶନିବାର ପ୍ରଧାନମନ୍ତ୍ରୀ ବିହାରର ରାଘୋପୁରଠାରେ ବହୁପ୍ରତୀକ୍ଷିତ ନୀତୀଶ ସେତୁର ଉଦ୍ଘାଟନ କରିଛନ୍ତି। ଗଙ୍ଗା ନଦୀ ଉପରେ ନିର୍ମିତ ଏହି ବିଶାଳ ସେତୁ ବିହାରର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି …
ଆସନ୍ତା ସପ୍ତାହରେ ବ୍ୟାଙ୍କରେ ଆପଣଙ୍କର କିଛି ଜରୁରୀ କାମ ଅଛି କି? ତେବେ ଆଗୁଆ ଜାଣି ରଖନ୍ତୁ ବ୍ୟାଙ୍କ ଛୁଟି ତାଲିକା। କାରଣ ନଭେମ୍ବର ଶେଷ ସପ୍ତାହରେ ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ଦିନ ବ୍ୟାଙ୍କ ବନ୍ଦ ରହିବ। ଗୁରୁ ନାନକ …
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ଆଶଙ୍କା ତୁଳନାରେ ବାତ୍ୟାର ପ୍ରଭାବ କମ୍ ରହିଛି। ଏବେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଥିବାବେଳେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର …
ବାତ୍ୟାର ପ୍ରଭାବ ପରେ ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ। ଗଞ୍ଜାମ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଏହି କ୍ରମରେ ଜିଲ୍ଲାପାଳ ପୋଟଲାମପୁର …
ଅମଳ ସମୟରେ ଧାନ ଫସଲ ଉପରେ ଦାଉ ସାଧିଛି ପ୍ରକୃତିର ପ୍ରକୋପ। ଯେଉଁ ଜମିରେ ଦିନେ ସୁନାର ଫସଲ ଲହଡ଼ି ଭାଙ୍ଗୁଥିଲା, ଆଜି ସେହି ଜମିରେ ଲହଡ଼ି ଖେଳୁଛି ବର୍ଷା ପାଣି। ଚାରିଆଡ଼େ ଜଳମଗ୍ନ ଚାଷ ଜମି, ପାଣିରେ ବୁଡ଼ି ରହିଛି …
ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ …
ପୁରୀ ଉପକୂଳରେ ବାତ୍ୟା ଭୟ । ବେଳାଭୂମିରୁ ଚିଲିକା, ସବୁଠି ବଢ଼ିଲା ସତର୍କତା । ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଏକାଧିକ ପଦକ୍ଷେପ । ନଭେମ୍ବର ୧୮ ତାରିଖରୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ …
