ଭୁବନେଶ୍ୱରର ବାଲିଅନ୍ତା ଥାନା ଅଧୀନ ବୁଢ଼ାଲୋ ଗାଁରେ ମନ୍ଦିରରୁ ଗ୍ରାମଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶନିବାର ସକାଳେ ଏହା ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ …
bhubaneswar
ହାତୀ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ହାତୀଙ୍କ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଏବଂ ହାତୀଙ୍କ ବଂଶବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମରେ ନନ୍ଦନକାନନର ଅଧିକାରୀ, କର୍ମଚାରୀ …
ଆସନ୍ତା ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥାକୁ ନେଇ ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ଆଗ୍ରିଷ୍ଟାକ ପଞ୍ଜିକରଣ ଏବେ ଚାଷୀଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ। ତେଣୁ ଆଗ୍ରିଷ୍ଟାକ ନଥିବା କାରଣରୁ କୌଣସି ଚାଷୀ ଧାନ ବିକ୍ରିରୁ …
ଓଡ଼ିଶାରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ବର୍ତ୍ତମାନ କଟକ ଜିଲ୍ଲାର ଆଠଗଡ଼ ହୋଲ୍ଡିଂ ସେଣ୍ଟରରେ ରଖାଯାଇଛି। …
ଭାରତର BRICS ୨୦୨୬ ଅଧ୍ୟକ୍ଷତା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୫ରୁ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ BRICS ବରିଷ୍ଠ ଅଧିକାରୀ ବୈଠକ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ …
ଓଡ଼ିଶାରେ ସୂଚନା ପ୍ରଯୁକ୍ତି (IT) କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରର ଦମଣା ଛକ ନିକଟରେ ପ୍ରସ୍ତାବିତ ଏକ ନୂଆ IT ପାର୍କ ନିର୍ମାଣ ପାଇଁ ଡେଭେଲପରମାନଙ୍କଠାରୁ Expression of Interest …
୪ ବର୍ଷର ଶିଶୁର ଫୁସଫୁସରୁ ବାହାରିଲା LED ବଲ୍ବ; ବଡ଼ ଅସ୍ତ୍ରୋପଚାର ବିନା ସଫଳ ଚିକିତ୍ସା କଲେ KIMS ଡାକ୍ତର
ଭୁବନେଶ୍ୱର: ଚାରି ବର୍ଷର ଜଣେ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS)ର ଚିକିତ୍ସକ ଦଳ। ଶିଶୁଟିର ଫୁସଫୁସ ଭିତରେ ଅଟକି ରହିଥିବା ଏକ କ୍ଷୁଦ୍ର LED ବଲ୍ବକୁ ଅତ୍ୟାଧୁନିକ ହାଇବ୍ରିଡ୍ …
ରସୁଲଗଡ଼ରୁ ପଳାଶୁଣୀ ଯାତ୍ରା ହେବ ସହଜ, ରାଜ୍ୟର ପ୍ରଥମ ସ୍କାଏୱାକ୍ ସହ ୬ ଲେନ୍ ପୋଲ ନିର୍ମାଣ ଜୋରଦାର
ଭୁବନେଶ୍ୱରର ରସୁଲଗଡ଼ରୁ ପଳାଶୁଣୀ ଛକ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଅଞ୍ଚଳରେ ୬ ଲେନ୍ ପୋଲ, ସର୍ଭିସ୍ ରୋଡ୍ ଏବଂ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ନିର୍ମାଣ କାମ …
ଭୁବନେଶ୍ୱରରେ ଆଜିଠାରୁ ଅଷ୍ଟମ ବେତନ ଆୟୋଗର ବୈଠକ, କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ବଡ଼ ଅପଡେଟ୍
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ଜୁଲାଇ ୬ରୁ ଅଷ୍ଟମ ବେତନ ଆୟୋଗ (8th Pay Commission)ର ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ଜୁଲାଇ ୭ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଆୟୋଗର ପରବର୍ତ୍ତୀ ବୈଠକ ଜୁଲାଇ ୯ …
ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟରତ ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସୂଚନାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ସ୍ପଷ୍ଟ କରିଛନ୍ତି। ଡିଜିପିଙ୍କ କହିବା ଅନୁଯାୟୀ, ଜଗମୋହନ ମୀନା …
- 1
- 2
