ରାଜ୍ୟର କିଶୋରୀମାନଙ୍କୁ ଶିକ୍ଷା, ଜୀବନ କୌଶଳ ଓ ନେତୃତ୍ୱ ବିକାଶ କ୍ଷେତ୍ରରେ ଅଧିକ ସକ୍ଷମ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଅଦ୍ୱିକା’ (ADVIKA) କାର୍ଯ୍ୟକ୍ରମ ଅଧୀନରେ କିଶୋରୀ ଓ ସେମାନଙ୍କ ସମବୟସୀ ନେତୃତ୍ୱକାରୀଙ୍କ ଦକ୍ଷତା …
Tag:
