ଦରମା ପାଇବାକୁ ହେଲେ ଦେବାକୁ ପଡ଼ିବ ଲାଞ୍ଚ। ନଚେତ୍ ଚାକିରିରୁ ବିଦା ହେବାକୁ ପଡ଼ିବ। ଏଭଳି ସଙ୍ଗିନ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ଅତିଥି ପ୍ରଶିକ୍ଷକମାନଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ …
Tag:
