ଓଡ଼ିଶାର ଶକ୍ତି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। କଳାହାଣ୍ଡି ଜିଲ୍ଲାରେ ନିର୍ମାଣ ହେବ ୧୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ।ଏହି ପ୍ରକଳ୍ପ ପାଇଁ ୪,୮୦୮.୨୪ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍। ଓଡ଼ିଶା ହାଇଡ୍ରୋ …
Tag:
