ଏଣିକି ପ୍ୟାକେଟ୍ ଖାଦ୍ୟ କିଣିବା ପୂର୍ବରୁ ସତର୍କ ହୋଇପାରିବେ ଗ୍ରାହକ। କେଉଁ ଖାଦ୍ୟରେ ଅଧିକ ଚିନି, ଲୁଣ ଓ ଚର୍ବି ରହିଛି, ତାହା ପ୍ୟାକେଟ୍ ଦେଖି ସହଜରେ ଜାଣିପାରିବେ। ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଚିନି, …
Tag:
