ରାଜ୍ୟରେ ହୋମିଓପାଥି ଚିକିତ୍ସା ଓ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ …
mohancharanmajhi
କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣରେ ଶୁଭେଚ୍ଛାର ସୁଅ: ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଆ ଜାତିର ଗୌରବମୟ ଇତିହାସ, ସମୃଦ୍ଧ ସଂସ୍କୃତି ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ। ଏହି ପବିତ୍ର ଅବସରକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପରମ୍ପରା …
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ନୂଆ ଅଧ୍ୟାୟ, ‘ଆଇକନିକ୍ ଟାୱାର’ ଉଦ୍ଘାଟନ କଲେ ଉପରାଷ୍ଟ୍ରପତି
କଟକ: ଓଡ଼ିଶାର ଶିକ୍ଷା ଓ ସ୍ଥାପତ୍ୟ ଜଗତରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମିତ ଆକର୍ଷଣୀୟ ‘ଆଇକନିକ୍ ଟାୱାର’କୁ ଉଦ୍ଘାଟନ କରିଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ …
ବଲାଙ୍ଗୀର: ଗରିବ ଓ ଆବାସହୀନ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ବଲାଙ୍ଗୀରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପଥରଚେପା ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ପକ୍କା …
ମୟୂରଭଞ୍ଜ, ୧୩।୧୧: ମୟୂରଭଞ୍ଜ ମାଟିରେ ଜାତୀୟ ବାନ୍ଦନା ପରବ ମହାକୁମ୍ଭ। ପାରମ୍ପରିକ ଝୁମର ନୃତ୍ୟ ଓ ମାଦଳର ତାଳେ ତାଳେ ଉତ୍ସବମୁଖର ହୋଇଉଠିଛି ସମଗ୍ର ପରିବେଶ। ବଡ଼ସାହି ବ୍ଲକ ଅନ୍ତର୍ଗତ ଦୁର୍ଗାପୁରର ଆଗୁଆଡ଼ ଖେଳପଡ଼ିଆରେ ମହାନ୍ତ ଓ କୁଡ଼ମି ସମାଜ ପକ୍ଷରୁ …
