ଅକ୍ଟୋବର ଆରମ୍ଭରୁ ବାଣିଜ୍ୟିକ LPG ସିଲିଣ୍ଡର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ଅଭିଯୋଗ ହେଉଛି, …
Tag:
