ପୁରୀ: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ନୀଳାଦ୍ରି ବିଜେ ନୀତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ତିନି ରଥରୁ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ରତ୍ନବେଦିରେ ବିରାଜମାନ ହେବା …
Ratha Yatra
ରସଗୋଲା କେବଳ ଏକ ମିଠା ନୁହେଁ, ଏହା ଓଡ଼ିଆ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ବୋଲି ଗବେଷକ, ଲେଖକ ଏବଂ ସାଂସ୍କୃତିକ ସଂଗଠକମାନେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ରସଗୋଲାର ଇତିହାସ ଶ୍ରୀଜଗନ୍ନାଥ …
୧୨ ଦିନର ଲୀଳାଖେଳାର ଅବସାନ ପରେ ଆଜି (ସୋମବାର, ଜୁଲାଇ ୨୭, ୨୦୨୬) ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରୁ …
ହେରା ପଞ୍ଚମୀର ଅନନ୍ୟ ପରମ୍ପରା: ଶ୍ରୀଜଗନ୍ନାଥ ଫେରିବାକୁ ମନା କରିବାରୁ ରାଗିଲେ ମା’ ମହାଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଓ ଭାବପ୍ରବଣ ନୀତି ମଧ୍ୟରୁ ଅନ୍ୟତମ ହେରା ପଞ୍ଚମୀ ସୋମବାର ରାତିରେ ପାରମ୍ପରିକ ରୀତିନୀତି ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅବସରରେ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ …
ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ ମଧ୍ୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିନି ରଥ ଶରଧାବାଲିରେ ପହଞ୍ଚିଛି। ଭକ୍ତମାନେ ଭାବର ଡୋରିରେ ମହାପ୍ରଭୁଙ୍କୁ ଜନ୍ମବେଦି ଗୁଣ୍ଡିଚା ମନ୍ଦିରକୁ …
ପୁରୀ: ଗତକାଲି ସମୟାଭାବରୁ ଅଧାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥଯାତ୍ରା ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ତିନି ରଥ ମା’ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ଆଜି …
ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ସମ୍ପନ୍ନ ହେଲା ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬
ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬:ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା–୨୦୨୬ ଆଜି ପୁରୀରେ ଭକ୍ତି, ଭାବ, ଉତ୍ସାହ ଓ ସୁଦୃଢ଼ ପ୍ରଶାସନିକ ସମନ୍ୱୟ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଦିନତମାମ …
ବଡ଼ଦାଣ୍ଡରେ ତିନି ଦିବ୍ୟ ରଥ; କେଉଁ ରଥ ଦର୍ଶନରେ କ’ଣ ଫଳ ମିଳେ? ଜାଣନ୍ତୁ ଧାର୍ମିକ ମହତ୍ତ୍ୱ
ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମନ୍ୱୟ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରାକୁ ‘ଗୁଣ୍ଡିଚା ମହୋତ୍ସବ’ ବୋଲି କୁହାଯାଏ। ଏହି ମହୋତ୍ସବର କେନ୍ଦ୍ରବିନ୍ଦୁ …
ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠୁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସି ପହଞ୍ଚିଛି। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଗଡ଼ିଛି ଶ୍ରୀବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’। ଶରଧାବାଲି ଅଭିମୁଖେ ରଥ ଅଗ୍ରସର ହେବା ସହ …
ପୁରୀ: ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ନୀତିକାନ୍ତି ମଧ୍ୟରେ ଆଜି ଖଡ଼ିପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ଓ ଦଇତାପତି ସେବକମାନଙ୍କ ଉପସ୍ଥିତିରେ ଖଡ଼ିପ୍ରସାଦକୁ ଶ୍ରୀନଅରକୁ ବିଜେ କରାଯାଇଥିଲା। ପତିମହାପାତ୍ରଙ୍କ ଦ୍ୱାରା ଆବଶ୍ୟକ ସଂସ୍କାର ଶେଷ ହେବା ପରେ …
