୧୨ ଦିନର ଲୀଳାଖେଳାର ଅବସାନ ପରେ ଆଜି (ସୋମବାର, ଜୁଲାଇ ୨୭, ୨୦୨୬) ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରୁ …
Lokanath Panigrahi
ରଥଯାତ୍ରାରେ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ୍; ଗତ ୪ ବର୍ଷରେ ୧୦୭୫ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍
ନୂଆଦିଲ୍ଲୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ସହିତ ପୁରୀର ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ନିୟମିତ ଟ୍ରେନ୍ ସେବା ସହ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଅତିରିକ୍ତ କୋଚ୍ ସଂଯୋଜନ ଏବଂ …
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ …
ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ‘ସମରସ ସଂକଳ୍ପ ଅଭିଯାନ’ ପାଇଁ ପ୍ରଦେଶସ୍ତରୀୟ କର୍ମଶାଳା
ଭୁବନେଶ୍ୱର, ୨୫ ଜୁଲାଇ: ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ତମ ଜୟନ୍ତୀ ବର୍ଷକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୨୯ ଜୁଲାଇ ୨୦୨୬ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଗୁରୁ ରବିଦାସ ଜୟନ୍ତୀ) ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ଶ୍ରୀ …
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀ ଲୀଳା ସମାପ୍ତ କରି ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଛନ୍ତି। ଅନୁକୂଳ ପାଗ ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ …
ନୂଆଦିଲ୍ଲୀ: ନୀଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଦେଶବ୍ୟାପୀ ତୀବ୍ର ଜନଆକ୍ରୋଶ, ଛାତ୍ର ଆନ୍ଦୋଳନ ଓ ବିରୋଧୀ ଦଳମାନଙ୍କ ଚାପ ମଧ୍ୟରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଗତ କିଛି …
ଜାତୀୟ ରାଜପଥରେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ଥି : ବ୍ରିଜ୍, ସୁଡ଼ଙ୍ଗ ଓ ଫ୍ଲାଏଓଭରରେ କମିବ ଟୋଲ୍ ଶୁଳ୍କ
ନୂଆଦିଲ୍ଲୀ: ଜାତୀୟ ରାଜପଥ (NH)ରେ ଯାତ୍ରା କରୁଥିବା ଲକ୍ଷାଧିକ ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHAI) ଟୋଲ୍ ଶୁଳ୍କ ଗଣନା ପ୍ରଣାଳୀରେ ପରିବର୍ତ୍ତନ ଆଣିଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଦୀର୍ଘ ବ୍ରିଜ୍, ସୁଡ଼ଙ୍ଗ, ଫ୍ଲାଏଓଭର …
କ୍ୟାପିଟାଲ ଥାନାରେ ହାଜର ହେବେନି ଭି.କେ. ପାଣ୍ଡିଆନ; ଭିଡିଓ କନଫରେନ୍ସିଂରେ ବୟାନ ରେକର୍ଡ ପାଇଁ ଅନୁରୋଧ
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନ ବର୍ତ୍ତମାନ କ୍ୟାପିଟାଲ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ। ଏନେଇ ସେ ଇ-ମେଲ୍ ମାଧ୍ୟମରେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି। ପୁଲିସ ପକ୍ଷରୁ ଜାରି କରାଯାଇଥିବା ନୋଟିସର …
ପରାମର୍ଶଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି; ପାରିଶ୍ରମିକ ବ୍ୟବସ୍ଥାର ଅବଧି ଆଉ ୩ ମାସ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ୍ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU), ଟେକ୍ନିକାଲ୍ ସପୋର୍ଟ ୟୁନିଟ୍ (TSU) ଏବଂ ଅନ୍ୟ ସମାନ ପ୍ରକାରର ସଂସ୍ଥାମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଘୋଷଣା …
ଭୁବନେଶ୍ୱର: ପ୍ରାୟ ୨୩ ବର୍ଷ ଧରି ନିର୍ମାଣାଧୀନ ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ବି ଅସ୍ପଷ୍ଟ। ରାଜ୍ୟସଭାରେ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ, ବନ ଅନୁମୋଦନ ଓ …
