ଅମେଠୀ: ଉତ୍ତର ପ୍ରଦେଶର ଅମେଠୀରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ପରେ ପରିବାର ସହ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ମଇଁଷିକୁ ପୋଖରୀରୁ ବାହାର …
Shubham Kumar
ଉତ୍ତର ପ୍ରଦେଶ ସରକାରଙ୍କ ରାଜସ୍ୱ ରାଜ୍ୟମନ୍ତ୍ରୀ ସୁରେନ୍ଦ୍ର ଦିଲେରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ମନ୍ତ୍ରୀ ଜଣେ ସଡ଼କ ଦୁର୍ଘଟଣାରେ ଆହତ ଯୁବକଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ନିଜେ ଷ୍ଟ୍ରେଚର ଠେଲୁଥିବା ଦେଖିବାକୁ ମିଳିଛି। …
ବିହାରର ବାଙ୍କୀପୁର ବିଧାନସଭା ଆସନରେ ଚାଲିଥିବା ଉପନିର୍ବାଚନରେ ମତଦାନର ଗତି ବଢ଼ୁଥିବା ଦେଖାଯାଉଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା ଏହି ଆସନରେ ୨୦.୦୧ ପ୍ରତିଶତ ମତଦାନ ହୋଇଛି। ଏହାପୂର୍ବରୁ ସକାଳ ୧୧ଟା ସୁଦ୍ଧା ୧୧.୫୦ ପ୍ରତିଶତ ଏବଂ …
ଅବିରତ ବର୍ଷାକୁ ମାତ୍ ଦେଲା ପୂର୍ବତଟ ରେଳପଥ; ରଥଯାତ୍ରାରେ ୧୩ ଲକ୍ଷ ଭକ୍ତଙ୍କ ଯାତ୍ରା ହେଲା ସୁରକ୍ଷିତ ଓ ସୁବ୍ୟବସ୍ଥିତ
ଭୁବନେଶ୍ୱର: ଲଗାତାର ବର୍ଷା, ଅସମ୍ଭବ ଭିଡ଼ ଏବଂ ବିଶାଳ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ସତ୍ତ୍ୱେ ରଥଯାତ୍ରା–୨୦୨୬ ସମୟରେ ପ୍ରାୟ ୧୩ ଲକ୍ଷ ଶ୍ରଦ୍ଧାଳୁଙ୍କ ରେଳ ଯାତ୍ରାକୁ ସଫଳତାର ସହ ପରିଚାଳନା କରି ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି ପୂର୍ବତଟ ରେଳପଥ। ପ୍ରତିଦିନ …
ଓଡ଼ିଶା ବନ୍ୟା ଅପଡେଟ୍: ୫ ଜିଲ୍ଲାରେ ଗମ୍ଭୀର ସ୍ଥିତି, ୫.୯୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ; ଜାରି ରହିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ
ଓଡ଼ିଶାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଛି। ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଜୁଲାଇ ୩୦ ସକାଳ ୬ଟାରେ ପ୍ରକାଶିତ ସ୍ଥିତି ରିପୋର୍ଟ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର …
ବନ୍ୟା ପରିସ୍ଥିତିର ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛି। ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି, “ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଥିବା ସମସ୍ତ …
AI ଦୌଡ଼ରେ ଭାରତ କେଉଁଠି? ଚୀନ-ଆମେରିକା ମଧ୍ୟରେ ବଢ଼ୁଛି ପ୍ରତିଦ୍ୱନ୍ଦ୍ୱିତା, ଭାରତ ପାଇଁ କଣ ରହିଛି ଚ୍ୟାଲେଞ୍ଜ?
ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରିବା ମୋବାଇଲ୍ ଡାଟା ବ୍ୟବହାର କରିବା ଭଳି ସହଜ ହୋଇଯାଇଛି। ୨୦୨୬ ଷ୍ଟାନଫୋର୍ଡ AI ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ଆମେରିକା ଓ ଚୀନର ଶୀର୍ଷ AI ମଡେଲ୍ଗୁଡ଼ିକ ମଧ୍ୟରେ କାର୍ଯ୍ୟଦକ୍ଷତାର ବ୍ୟବଧାନ ଏବେ ମାତ୍ର …
ଜାପାନରେ ମଙ୍ଗଳବାର (୨୮ ଜୁଲାଇ) ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ (JMA) ଅନୁଯାୟୀ, କୁମାମୋଟୋ ପ୍ରିଫେକ୍ଚରରେ ରିକ୍ଟର ସ୍କେଲରେ ୭.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ସଙ୍ଗେ ସଙ୍ଗେ ସୁନାମି ସତର୍କତା …
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫେସବୁକ୍ ପୋଷ୍ଟ ହଟିବା ଘଟଣା: ମେଟାର ସଫେଇରେ ସନ୍ତୁଷ୍ଟ ନୁହେଁ କେନ୍ଦ୍ର ସରକାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକ୍ ପୋଷ୍ଟ ହଟାଯିବା ଘଟଣାକୁ ନେଇ କେନ୍ଦ୍ର ସରକାର ଓ ମେଟା ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମିନାହିଁ। ସରକାରୀ ସୂତ୍ର ଅନୁଯାୟୀ, ମେଟା ପକ୍ଷରୁ ଦିଆଯାଇଥିବା ସଫେଇରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନୁହେଁ। ଏହି ପ୍ରସଙ୍ଗରେ ଆହୁରି …
ସିମିଳିପାଳ ବାଘ ଅଭୟାରଣ୍ୟ (Similipal Tiger Reserve) ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ୧୨୫ କୋଟି ଟଙ୍କାର ‘ଆମ ସିମିଳିପାଳ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ପାଇଁ ଅର୍ଥ …
