ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ …
Shubham Kumar
ମାଓବାଦୀ ପ୍ରଭାବିତ ଅଞ୍ଚଳରୁ IIT ପର୍ଯ୍ୟନ୍ତ, ମୟୂରଭଞ୍ଜର ସାଗ୍ରାମ ମାରାଣ୍ଡିଙ୍କ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ମାଓବାଦୀ ପ୍ରଭାବିତ ଅଞ୍ଚଳର ଛାତ୍ର ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଭାରତୀୟ ପ୍ରଯୁକ୍ତି ବିଦ୍ୟାପୀଠ (IIT) ଧାନବାଦରେ ନାମ ଲେଖାଇ ସଫଳତାର ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜାତଳା ବ୍ଲକ ଅଧୀନ ଡୁମୁରିକୁଦର …
ପୁରୀ ରେଳ ଷ୍ଟେସନରେ ନଜର ରଖିବ AI ରୋଭର ‘DAC Arjun’, ରଥଯାତ୍ରାରେ ଯାତ୍ରୀ ସୁରକ୍ଷାକୁ ମିଳିବ ବଡ଼ ସହାୟତା
ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ …
ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନିଟି ରଥର ଦକ୍ଷିଣ ମୋଡ଼ ନୀତି ସମ୍ପୂର୍ଣ୍ଣ ହୋଇଛି। ଏହା …
ସିଏମଓରୁ କମିଶନ ଫାଇଲ ଗାଏବ ମାମଲା: ପୋଲିସ ନୋଟିସ ପରେ ବି ହାଜର ହେଲେନି ପୂର୍ବତନ IAS ରାଜେଶ ବର୍ମା
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏହି ମାମଲାରେ ପଚରାଉଚରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ବୁଧବାର କ୍ୟାପିଟାଲ ଥାନାରେ ହାଜର ହୋଇନଥିଲେ। …
ନିବେଶ କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା, NITI Aayog ର ‘Investment Friendliness Index 2026’ ରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ
ଓଡ଼ିଶା ପାଇଁ ଆସିଛି ଏକ ବଡ଼ ଖୁସିର ଖବର। ନୀତି ଆୟୋଗ (NITI Aayog) ପକ୍ଷରୁ ପ୍ରଥମ ଥର ପ୍ରକାଶ ପାଇଥିବା Investment Friendliness Index (IFI) 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶା …
ସ୍ପେନର ଐତିହାସିକ ବିଜୟ! ଅର୍ଜେଣ୍ଟିନାକୁ ହରାଇ ଦ୍ୱିତୀୟ ଥର ପାଇଁ ଫୁଟବଲ ବିଶ୍ୱଚାମ୍ପିୟନ, ଗଢ଼ିଲା ଦୁଇଟି ବିଶ୍ୱ ରେକର୍ଡ
ସ୍ପେନ ଫୁଟବଲ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ନ୍ୟୁୟର୍କ-ନ୍ୟୁଜର୍ସି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ସ୍ପେନ ଅତିରିକ୍ତ ସମୟରେ ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତିଛି। ଏହି …
ବୌଦ୍ଧ ଜିଲ୍ଲାରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗଞ୍ଜେଇ ଚୋରାଚାଲାଣ ସହ ଏହାର ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ଯାଞ୍ଚରୁ ଖସିଯିବା ପାଇଁ ଦୁର୍ବୃତ୍ତମାନେ ଏକ କାର୍କୁ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଥିବା …
ଓସିସିଏଲ୍ ଇଞ୍ଜିନିୟର ସଞ୍ଜୟ କିସ୍ପଟ୍ଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀ ବିଶିଷ୍ଟ ଲଜ୍ ସହ ବିପୁଳ ସମ୍ପତ୍ତି ଠାବ
ଅନୁପାତହୀନ ସମ୍ପତ୍ତି (ଡିଏ) ମାମଲାରେ ସୋମବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ଓସିସିଏଲ୍ (OCCL)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍ପଟ୍ଟାଙ୍କର ବ୍ୟାପକ ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସ ତଦନ୍ତରେ କୋରାପୁଟ ସହରରେ ଥିବା ୨୩ଟି କୋଠରୀ ବିଶିଷ୍ଟ ଏକ …
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଇତିହାସର ସବୁଠାରୁ ସଫଳ ଓ ଦୀର୍ଘସ୍ଥାୟୀ ସମ୍ପର୍କ ମଧ୍ୟରୁ ଗୋଟିଏର ଅବସାନ ଘଟିଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି …
