ଭୁବନେଶ୍ୱର ଡିସିପି ପଦରୁ ବିଦାୟ, ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀଙ୍କ ସେବାରେ ଅବସାନ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ରାଷ୍ଟ୍ରପତି ତାଙ୍କ …
ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ବିବାଦ, ଗତକାଲି ରାତିରୁ ବନ୍ଦ ନୀତିକାନ୍ତି ଭୁବନେଶ୍ୱର: ପୁଣି ଥରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି। ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ସେବାକୁ ନେଇ ବିବାଦ ଉପୁଜିବା ପରେ ଗତକାଲି ରାତି …
ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଅନୁମୋଦନ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ରାଜ୍ୟରେ ସରକାରୀ ଯୋଜନା ଓ ବୃହତ୍ ପ୍ରକଳ୍ପଗୁଡ଼ିକର କାମ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ୩୦ଟି ଜିଲ୍ଲାରେ ବିଭିନ୍ନ ଯୋଜନାର …
ପଞ୍ଜାବ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁଙ୍କ କାରକେଡ୍ ଉପରେ ପଞ୍ଜାବରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବଟାଲା ନିକଟରେ ଏହି ଘଟଣା ଘଟିଥିବା ରିପୋର୍ଟ ହୋଇଛି। ଘଟଣା ପରେ ବିଟ୍ଟୁ ଏହି ଆକ୍ରମଣ ପଛରେ …
ଟିଏମ୍ସିରେ ନାମ ଓ ଚିହ୍ନକୁ ନେଇ ବିବାଦ: ନୂଆ ନାମ ପାଇଁ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଲେ ଋତବ୍ରତ ଗୋଷ୍ଠୀ
ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଋତବ୍ରତ ବାନାର୍ଜୀ ଗୋଷ୍ଠୀ ନିଜର ନୂଆ ଦଳର ନାମ ଓ ନିର୍ବାଚନୀ ଚିହ୍ନ ପାଇଁ ପ୍ରସ୍ତାବ ଦେଇଛି। ନିର୍ବାଚନ କମିଶନଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ଏହି …
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଜଳିଲା ୧୧ ହଜାରରୁ ଅଧିକ ଦୀପ ଭୁବନେଶ୍ୱର, ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶା ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ …
ବାଲେଶ୍ୱର ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍ ଉଦ୍ଧାର ଘଟଣାକୁ ଆଠ ଦିନ ବିତିଛି। ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକ ଇଣ୍ଡୋନେସିଆ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ, ସେଗୁଡ଼ିକ ଓଡ଼ିଶାରେ କିପରି ପହଞ୍ଚିଲେ ତାହାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ …
ଏସ୍ଆଇଆର୍ ଶୁଣାଣି ଆଜି ଶେଷ: ଭୋଟର ତାଲିକାରୁ କଟିଲେ ପ୍ରାୟ ୨୫ ଲକ୍ଷ ନାମ
ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ଏବେ ଅନ୍ତିମ ପର୍ଯ୍ୟାୟରେ। ମେ’ ୩୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଚିଠା ତାଲିକାରୁ ବାଦ୍ ପଡ଼ିଥିବା ନାମ, ନୂଆ ପଞ୍ଜୀକରଣ, ଏକାଧିକ ସ୍ଥାନରେ ନାମ ଥିବା ଭୋଟର …
ଓଡ଼ିଶା DGP ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟର ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ୨୨ରେ ପରବର୍ତ୍ତୀ ଶୁଣାଣି
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ ଓ ନିଯୁକ୍ତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ DGP ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଯାଇଛି। …
ପୀତବାସ ପଣ୍ଡା ହତ୍ୟା ମାମଲା: ଜେଲ୍ ଡାକ୍ତରଙ୍କୁ ତିନିଘଣ୍ଟା ଜେରା, ମୋବାଇଲ ଜବତ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତ ଆହୁରି ତୀବ୍ର ହୋଇଛି। ଏହି ମାମଲାରେ ଗିରଫ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଏବଂ ଜେଲ୍ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନରୁ ଜଣେ ସାକ୍ଷୀଙ୍କ …
