ଦେଶରେ ସୁନାର ଦାମ ବଢ଼ିବା ପରେ ଗ୍ରାହକଙ୍କ କିଣାକିଣି ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଉଛି। ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ପ୍ରାୟ ୫୭.୭୫ ପ୍ରତିଶତ କମି ୨.୩ ବିଲିୟନ ଡଲାରରେ ପହଞ୍ଚିଛି। ଏହି ଆକଳନ ପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି—ଭାରତୀୟମାନେ …
UPI ଦେୟ ଉପରେ ନୂଆ ଚାର୍ଜ ବ୍ୟବସ୍ଥାକୁ ନେଇ ରାଜନୈତିକ ବିବାଦ ତେଜ ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହ ନୂଆ ଚାର୍ଜ …
୧ କୋଟି ୩ ଲକ୍ଷ ମହିଳାଙ୍କୁ ମିଳିଛି ୨୫,୮୦୦ କୋଟି ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ମାସରେ ପୁଣିଥରେ ସୁଭଦ୍ରା ପୋର୍ଟାଲ …
EPFOକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। Employees’ Provident Fund Organisation (EPFO)ର ବାଧ୍ୟତାମୂଳକ କଭରେଜ ପାଇଁ ମାସିକ ବେତନ ସୀମାକୁ ₹15,000ରୁ ବଢ଼ାଇ ₹25,000 କରାଯାଇଛି। ଏହା ଫଳରେ ପ୍ରାୟ ୫୧ ଲକ୍ଷ ଅତିରିକ୍ତ କର୍ମଚାରୀ ସାମାଜିକ …
ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଆଶଙ୍କା, ୨୩ରୁ ୨୫ ମଧ୍ୟରେ ଉପକୂଳରେ ପ୍ରଭାବ
ବଙ୍ଗୋପସାଗରରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ହେବାର ସଙ୍କେତ ମିଳୁଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପ ଏବଂ ଅବପାତର ରୂପ ନେଇ ଶକ୍ତିଶାଳୀ ହେବାର ସମ୍ଭାବନା ନେଇ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍ ଆକଳନ କରୁଛନ୍ତି। …
ମୟୂରଭଞ୍ଜରେ ଦୁଇ ଅଡିଟରଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଭୂମିକା ନେଇ ପ୍ରଶ୍ନ
ମୟୂରଭଞ୍ଜରେ ଦୁଇ ଅଡିଟ୍ ଅଧିକାରୀଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ଘଟଣା ଏବେ ଚର୍ଚ୍ଚାରେ। ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଦୁଇ ଅଡିଟରଙ୍କୁ ଧରିଥିଲା। ସେମାନଙ୍କ ପାଖରୁ …
ନୟାଗଡ଼ରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆଗକୁ ବଢ଼ୁଛି। କାରଖାନା ପାଇଁ ଉପଯୁକ୍ତ ଜମି ଚିହ୍ନଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ପଟାସ ଲିମିଟେଡ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ …
ଆସନ୍ତା ଅକ୍ଟୋବରରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେଇପାରନ୍ତି। ତେବେ ତାଙ୍କ ଗସ୍ତର …
ପରିବେଶ ସୁରକ୍ଷା ସହ ବିକାଶର ସମନ୍ୱୟ ରଖିବା ଦିଗରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ସେପ୍ଟେମ୍ବର ୧୪ ପ୍ରତିଷ୍ଠା ଦିବସ ଅବସରରେ ବୋର୍ଡର ଚାରି ଦଶନ୍ଧିର ଯାତ୍ରା, ପରିବେଶ ନିରୀକ୍ଷଣ, ଡିଜିଟାଲ ବ୍ୟବସ୍ଥା ଓ ସ୍ଥାୟୀ …
ସମ୍ବଲପୁର: ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସୁବିଧା। ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ସ୍ଥାପିତ ହୋଇଛି ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର। ଆଜି ଅପରାହ୍ନ ୨ଟା ୧୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ …
