ସାମୁଦ୍ରିକ ବାଣିଜ୍ୟିକ ବିବାଦକୁ କେନ୍ଦ୍ର କରି ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୋଇଲରମ୍ୟାନ ଲିମିଟେଡ୍ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। …
ରାଉରକେଲା: ମାନବିକତାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ରାଉରକେଲା ସହରର ଉଦିତନଗର ଶୀତପଡ଼ା ଅଞ୍ଚଳର ଏକ ନାଳ ନିକଟରୁ ଜୀବିତ ଅବସ୍ଥାରେ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କେହି ଶିଶୁଟିକୁ ଏକ ବ୍ୟାଗରେ ପୁରାଇ ନାଳ ନିକଟରେ ଫିଙ୍ଗି …
‘ଚଲୋ ସଂସଦ’ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ବଳପ୍ରୟୋଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ …
ଆଗାମୀ ଏଏଚଏଫ୍ କନିଷ୍ଠ ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଡିଫେଣ୍ଡର ଅନମୋଲ ଏକ୍କାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଚୀନ୍ରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୩୦ରୁ …
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ରାଜ୍ୟର ପାରମ୍ପରିକ ହସ୍ତତନ୍ତ କଳା ଓ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ବୁଣାକାର ସମୁଦାୟର ଜୀବିକାକୁ …
ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର …
ସୁନ୍ଦରଗଡ଼ ବନଖଣ୍ଡ ଅଧୀନ ବଡ଼ଗାଁ ବନାଞ୍ଚଳର ମହାବୀର ପାହାଡ଼ ପାଦଦେଶ ସ୍ଥିତ କଦୋପଡ଼ା ନିକଟରେ ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଠାବ ହୋଇଛି। ରାତି ସମୟରେ ହାତୀପଲଟି ଗାଁ ନିକଟସ୍ଥ ବିଲ ଅଞ୍ଚଳରେ ରହିଥିବାବେଳେ ସକାଳ ହେବା ପରେ ପାହାଡ଼ …
ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ କୁର୍ଲୀ ପଞ୍ଚାୟତକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ୨୩ଟି ଡଙ୍ଗରିଆ ଗ୍ରାମର ଲୋକେ ଏକଜୁଟ ହୋଇ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୁରୁବାର କୁର୍ଲୀଠାରେ ଆୟୋଜିତ ଏକ ବୈଠକରେ ଗ୍ରାମବାସୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ …
ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଚିକିତ୍ସାରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ଔଷଧ ଦୋକାନରେ ଦିଆଯାଇଥିବା ଇଞ୍ଜେକ୍ସନ୍ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅବନତି ଘଟିଥିଲା …
ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷାରେ ଅନେକ କଚ୍ଚା ଘର ଦୁର୍ବଳ ହୋଇପଡ଼ିଥିବାବେଳେ ନୁହାଝାଳିଆ ପଞ୍ଚାୟତର ନୁହାଝାଳିଆ ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରର …
