ୟୁରୋପୀୟ ଫୁଟବଲ୍ର ସର୍ବୋଚ୍ଚ ସଂସ୍ଥା ୟୁଏଫଏ (UEFA) ଏବଂ ଏହାର ୫୫ଟି ସଦସ୍ୟ ଫୁଟବଲ୍ ସଂଘ ଫିଫା (FIFA)ର ଏକ ବିବାଦୀୟ ପ୍ରସ୍ତାବକୁ କଡ଼ା ବିରୋଧ କରିଛନ୍ତି। ଯଦି ଫିଫା ବିଶ୍ୱକପ୍ ସମେତ ନିଜର ପ୍ରମୁଖ ପ୍ରତିଯୋଗିତାରେ ବେସରକାରୀ ନିବେଶକଙ୍କୁ ଅଂଶୀଦାର …
କମନୱେଲ୍ଥ ଗେମ୍ସ ୨୦୨୬: ଡିସ୍କସ୍ ଥ୍ରୋରେ ସୀମା କାଲିରାମନାଙ୍କୁ ବ୍ରୋଞ୍ଜ, ତଜିନ୍ଦରପାଲ ଓ ପାରୁଲ ନିରାଶ କଲେ
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଥଲେଟିକ୍ସରୁ ଆଉ ଏକ ପଦକ ଆସିଛି। ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ସୀମା କାଲିରାମନା ୫୮.୬୫ ମିଟରର ସର୍ବୋତ୍ତମ ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ପୁରୁଷ ସଟ୍ ପୁଟ୍ରେ ତଜିନ୍ଦରପାଲ ସିଂହ …
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଥିବାରୁ ଶୁକ୍ରବାର ସକାଳେ ହୀରାକୁଦ ବନ୍ଧର ଆଉ ୧୦ଟି ଗେଟ୍ ଖୋଲାଯାଇଛି। ଏହା ପୂର୍ବରୁ ବନ୍ଧର ୨ଟି ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିଲା। ଶୁକ୍ରବାର ସକାଳ …
ଓଡ଼ିଶାର ପାରାଦୀପକୁ ଦେଶର ଏକ ପ୍ରମୁଖ ଶକ୍ତି ଓ ପେଟ୍ରୋକେମିକାଲ ହବ୍ରେ ପରିଣତ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ । କମ୍ପାନୀ ପାରାଦୀପରେ ଏପର୍ଯ୍ୟନ୍ତ ମୋଟ ୪୩,୩୫୯ କୋଟି ଟଙ୍କା ବିନିଯୋଗ କରିଥିବା ଘୋଷଣା କରିଛି। …
ଓଡ଼ିଶାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ରାଜ୍ୟ ସରକାର ରିଲିଫ, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ଜୋରଦାର କରିଛନ୍ତି। ବନ୍ୟା ପ୍ରଭାବିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପହଞ୍ଚାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଲୋକସେବା …
ବନ୍ୟା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ
ଲଗାତାର ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ସମୀକ୍ଷା କରୁଥିବାବେଳେ, ପ୍ରଶାସନକୁ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟରେ କୌଣସି ଅବହେଳା …
ଜାସମିନଙ୍କ ବିଜୟରେ ଉତ୍ସାହ, କ୍ୱାର୍ଟର ଫାଇନାଲରେ ସମସ୍ତ ଭାରତୀୟ ବକ୍ସରଙ୍କ ବିଜୟ; ସେମିଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କମନୱେଲ୍ଥ ଗେମ୍ସ–୨୦୨୬ରେ ଭାରତୀୟ ବକ୍ସରମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ୫୭ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ଜାସମିନ୍ ଲାମ୍ବୋରିଆ ଇଂଲଣ୍ଡର …
ବନ୍ୟା ପରିସ୍ଥିତି ଦୃଷ୍ଟିରେ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନଙ୍କୁ ବିଜେପିର ଅନୁରୋଧ
ଭୁବନେଶ୍ୱର, ୩୦ ଜୁଲାଇ:ରାଜ୍ୟରେ ସୃଷ୍ଟି ହୋଇଥିବା ସାଂପ୍ରତିକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ପ୍ରକ୍ରିୟା (SIR) ଅଧୀନରେ ଭୋଟର ତାଲିକା ସଂଶୋଧନ ପାଇଁ ଦାବୀ ଓ ଆପତ୍ତି ଦାଖଲର ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ରାଜ୍ୟ ବିଜେପି ପକ୍ଷରୁ …
ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍ ବିଜୟର ନାୟକ କହିଲେ ବିଦାୟ, ଭାବପ୍ରବଣ ବାର୍ତ୍ତାରେ ଜଣାଇଲେ କୃତଜ୍ଞତା ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟର ତଥା ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଗୁରୁବାର ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି …
ଦିନ ୮ରେ ଭାରତର ନଜର ନୀରଜଙ୍କ ଉପରେ, ତୁର୍ ଓ ପାରୁଲଙ୍କ ଠାରୁ ମଧ୍ୟ ପଦକ ଆଶା କମନୱେଲ୍ଥ ଗେମ୍ସ ୨୦୨୬ର ଅଷ୍ଟମ ଦିନରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଉପରେ। ଗୁରୁବାର ନୀରଜ …
