ଓଡ଼ିଶାରେ ମୌସୁମୀ ବର୍ଷା ପୁଣି ସକ୍ରିୟ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୭ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। କେତେକ ଜିଲ୍ଲାରେ ପ୍ରବଳ ବର୍ଷା, …
ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସରକାରଙ୍କ କଡ଼ା ନଜର, ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା
ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବନ୍ୟାରେ ପ୍ରଭାବିତ ନଳକୂପ ଓ ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ …
ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳକୁ ସର୍ବାଧିକ ପ୍ରାଥମିକତା; ୬,୪୯୧ ନଳକୂପ ପ୍ରଭାବିତ, ୧.୯୨ ଲକ୍ଷରୁ ଅଧିକ ପାଣି ବୋତଲ ବଣ୍ଟନ
ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଥମିକତା ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ବନ୍ୟା ପ୍ରଭାବିତ ନଳକୂପ ଓ ପାଇପ୍ ଜଳଯୋଗାଣ (PWS) ପ୍ରକଳ୍ପଗୁଡ଼ିକର ବିଶୋଧନ, …
ରାଜପଥରେ ଟ୍ରାଫିକ ଜାମ୍ ରୋକିବାକୁ ନୂଆ ନୀତି, ରିଂ ରୋଡ୍ ଓ ବାଇପାସ୍ର ଉଭୟ ପାର୍ଶ୍ୱରେ ୧୫ ମିଟର ଗ୍ରୀନ୍ ଜୋନ୍; ନିୟନ୍ତ୍ରିତ ହେବ ନୂଆ ନିର୍ମାଣ
ଭୁବନେଶ୍ୱର: ଦ୍ରୁତ ସହରୀକରଣ ସହ ବଡ଼ ସହର ଏବଂ ଜିଲ୍ଲା ମୁଖ୍ୟାଳୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାନଜଟ ବଢ଼ୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନୂତନ ‘ଅର୍ବାନ୍ ଡି-କଞ୍ଜେସନ୍ ପଲିସି’ ଲାଗୁ କରିବାକୁ ପଦକ୍ଷେପ ନେଇଛି। …
୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକର ସ୍ଥିତି ଅନୁଧ୍ୟାନ; ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଓ ତୁରନ୍ତ ସହାୟତା ପ୍ୟାକେଜ୍ ପ୍ରଦାନର ନିର୍ଦ୍ଦେଶ ଭୁବନେଶ୍ୱର, ୧ ଅଗଷ୍ଟ: ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ …
ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡ ଅଞ୍ଚଳରୁ ହୀରାକୁଦ ଜଳଭଣ୍ଡାରକୁ ପାଣିର ଆଗମନ ବଢ଼ିବା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଏହା ସହ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳ ସମ୍ପଦ ବିଭାଗର …
ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ହୀରାକୁଦର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ, ଭଦ୍ରକରେ ଆଜି ସ୍କୁଲ ଛୁଟି
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ …
ନୂଆଦିଲ୍ଲୀରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ, ନକ୍ସଲମୁକ୍ତ ଓଡ଼ିଶାରୁ ଶିଳ୍ପାୟନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧ ଜୁଲାଇ: ଓଡ଼ିଶାର ବିକାଶ, ଆଭ୍ୟନ୍ତରୀଣ ସୁରକ୍ଷା, ଶିଳ୍ପାୟନ, ସମବାୟ କ୍ଷେତ୍ର ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିସ୍ତୃତ ଆଲୋଚନା …
ନୂଆଦିଲ୍ଲୀ: ଆଫ୍ରିକା ଉପକୂଳରେ ଅବସ୍ଥିତ ସ୍ପେନ୍ର ସ୍ୱୟଂଶାସିତ ସହର ସିଉଟାରେ ପୁଣିଥରେ ବଡ଼ ଧରଣର ପ୍ରବାସୀ ସଙ୍କଟ ସୃଷ୍ଟି ହୋଇଛି। ମରକ୍କୋ ସୀମା ଦେଇ ବିପୁଳ ସଂଖ୍ୟକ ପ୍ରବାସୀ ସହରକୁ ପ୍ରବେଶ କରିବା ପରେ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ …
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ସୁବିଧାକୁ ଆହୁରି ସହଜ କରିବା ପାଇଁ ଭାରତୀୟ ରେଳ ନୂଆ ଅନଲାଇନ୍ ଲଗେଜ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରିଛି। ଏହି ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟ୍ରେନ୍ ଟିକଟ ବୁକିଂ ସମୟରେ ହିଁ ନିଜର ଅତିରିକ୍ତ ଲଗେଜ୍କୁ ଅନଲାଇନ୍ରେ ବୁକ୍ …
