ଭୁବନେଶ୍ୱର, ନଭେମ୍ବର ୪: ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିବ ନଗଦ ଅନୁଗ୍ରହ ସହାୟତା। ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ୧୦୭ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଛନ୍ତି। ଗଞ୍ଜାମ ଓ …
ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି, ୧୪,୫୦୦ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରି
ନୂଆଦିଲ୍ଲୀ: ଦେଶର ବିଦ୍ୟୁତ୍ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଭରସାଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଯୋଜନା ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୪,୫୦୦ କୋଟି ଟଙ୍କାର ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) …
୬୪୧ଟି ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ହେବେ ଉପକୃତ, ବର୍ଷକୁ ଖର୍ଚ୍ଚ ହେବ ୬ କୋଟି ଟଙ୍କା ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଣିକି ସେମାନଙ୍କୁ ସ୍ଥାନ …
ନ୍ୟୁଜିଲାଣ୍ଡ ମାଟିରେ ଭାରତର ମହାଲଢ଼େଇ ! ୭ ବର୍ଷର ବିଜୟ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇବ କି ଟିମ୍ ଇଣ୍ଡିଆ ?
ନ୍ୟୁଜିଲାଣ୍ଡ ମାଟିରେ ନୂଆ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍। ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଖେଳାଯାଉଥିବା …
ଚାମ୍ପିଅନ୍ସ ଲିଗ୍ରେ ଗୋଲ୍ ବର୍ଷା! PSGର ୬-୦ ବିଜୟ, ମାଞ୍ଚେଷ୍ଟର ୟୁନାଇଟେଡ୍ର ଦମଦାର ପ୍ରତ୍ୟାବର୍ତ୍ତନ
ୟୁଏଫା ଚାମ୍ପିଅନ୍ସ ଲିଗ୍ରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକାଧିକ ରୋମାଞ୍ଚକର ମୁକାବିଲା। ୟୁରୋପର ପ୍ରମୁଖ ଫୁଟବଲ୍ କ୍ଲବ୍ଗୁଡ଼ିକ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ପ୍ରଶଂସକଙ୍କ ମନ ଜିଣିଛନ୍ତି। ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍ ବା PSG, ବାୟର୍ନ ମ୍ୟୁନିକ୍, ବାର୍ସିଲୋନା ଓ ଇଣ୍ଟର …
ଅର୍ଶଦୀପଙ୍କୁ ୪, ଗୁରନୁରଙ୍କୁ ୩ ୱିକେଟ୍; ଅଂଶୁଲ କାମ୍ବୋଜଙ୍କ ଶାଣିତ ବୋଲିଂରେ ବିପର୍ଯ୍ୟସ୍ତ ଘରୋଇ ଦଳ
ନ୍ୟୁଜିଲାଣ୍ଡ ମାଟିରେ କମାଲ କଲେ ଭାରତୀୟ ଯୁବ ଦ୍ରୁତ ବୋଲର। ପ୍ରଥମ ଦିନିକିଆ ମ୍ୟାଚ୍ରେ ଅର୍ଶଦୀପ ସିଂହ, ଗୁରନୁର ବ୍ରାର ଓ ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍ଅପ୍। ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ଖେଳାଯାଉଥିବା …
ପୁରୀ: ଦେଶର ସାମୁଦ୍ରିକ ପରିବହନ ଓ ଜଳପଥ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୪୭ ସୁଦ୍ଧା ଦେଶର ମୋଟ ମାଲ ପରିବହନରେ ଉପକୂଳ ଓ ଅନ୍ତର୍ଦେଶୀୟ ଜଳପଥର ଭାଗକୁ ୬ ପ୍ରତିଶତରୁ …
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଭାରତୀୟ ସେନାର ସାହସିକ ଅଭିଯାନର କାହାଣୀ ଦେଖାଇବ ଫିଲ୍ମ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବେ ଏକ ନୂଆ ଓ ଭିନ୍ନ ଧରଣର ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଅପରେସନ୍ …
ଏଥର ନୂଆ ରୂପରେ ନଜର ଆସିବ କଟକର ଐତିହାସିକ ବାଲିଯାତ୍ରା। ପରମ୍ପରା ସହ ଯୋଡ଼ିହେବ ଆଧୁନିକତା। ଚଳିତ ବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି …
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ-୨୦୨୬ରେ ଓଡ଼ିଶାକୁ ମିଳିଛି ବଡ଼ ନିବେଶ ପ୍ରସ୍ତାବ। ରାଜ୍ୟ ସରକାର ୧୮ଟି ଶିଳ୍ପସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରି ମୋଟ ୧,୧୭,୫୫୭ କୋଟି ଟଙ୍କାର ନିବେଶ ପାଇଁ ପଥ …
