ଭୁବନେଶ୍ୱର, ୨୪ ଅକ୍ଟୋବର: ଓଡ଼ିଶାରେ ଆଧୁନିକ ସହରୀ ଭିତ୍ତିଭୂମି, ସ୍ୱଚ୍ଛ ପରିବହନ ଓ ଯୋଜନାବଦ୍ଧ ନଗର ବିକାଶକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ନ୍ୟାସନାଲ୍ ଅର୍ବାନ୍ କନ୍କ୍ଲେଭ୍-୨୦୨୬ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ପିଏମ୍ …
ସୁରକ୍ଷାଠାରୁ ମହାପ୍ରସାଦ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା, ସେବାରେ ନିୟୋଜିତ ହେବେ ସ୍ୱେଚ୍ଛାସେବୀ ପୁରୀ: ଆସନ୍ତା ୨୬ ଅକ୍ଟୋବରରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ହବିଷ ବ୍ରତ। ନଭେମ୍ବର ୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଧାର୍ମିକ ଅନୁଷ୍ଠାନରେ ଯୋଗଦେବେ ୨୪୦୦ ହବିଷ୍ୟାଳୀ ମାଆ। …
୨୬ରେ ବାତ୍ୟାର ରୂପ ନେବା ସମ୍ଭାବନା, ୨୭ରୁ ପ୍ରବଳ ବର୍ଷା ଆଶଙ୍କା ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଓଡ଼ିଶା ଉପକୂଳରେ ବଢ଼ିଛି ପାଣିପାଗ ଚିନ୍ତା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅକ୍ଟୋବର ୨୪ରେ ଅବପାତ …
ଆସନ୍ତା ବର୍ଷ ଅକ୍ଟୋବରରେ ଓଡ଼ିଶାରେ ଆୟୋଜିତ ହେବ ଓଡ଼ିଶା କେମ୍ ୨୦୨୭ ଭୁବନେଶ୍ୱର, ୨୩/୧୦: ରାଜ୍ୟରେ ଶିଳ୍ପାୟନ ଓ ପୁଞ୍ଜିନିବେଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଏହି ସମ୍ମିଳନୀରୁ …
ଚନ୍ଦ୍ରଶେଖରପୁରରୁ ଏକାମ୍ରକାନନ ପର୍ଯ୍ୟନ୍ତ ସାଇକେଲ ଚଳାଇଲେ ନଗର ଉନ୍ନୟନ ମନ୍ତ୍ରୀ। ସାଇକେଲ ଟ୍ରାକ୍ର ଉନ୍ନତିକରଣ ଓ ଅବରୋଧ ହଟାଇବା ଉପରେ ଗୁରୁତ୍ୱ। ଭୁବନେଶ୍ୱରରେ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ନୂଆ ସାଇକ୍ଲିଂ ଟ୍ରେଲ୍ର ଶୁଭାରମ୍ଭ କରାଯାଇଛି। …
ଅରୁଣାଚଳ ସୀମାରେ ଭାରତ-ଚୀନ୍ ମୁହାଁମୁହିଁ ସ୍ଥିତି! ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ
ଭାରତ-ଚୀନ୍ ସୀମାରେ ପୁଣି ଉତ୍ତେଜନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଥିବା ନେଇ ଭାରତ-ତିବ୍ବତ ସୀମା ପୋଲିସ୍ (ITBP)ର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁରଙ୍କ ବୟାନ ପରେ ଏହି …
କାର୍ଯ୍ୟ ବଣ୍ଟନକୁ ନେଇ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଆପତ୍ତି; କ୍ୟାବିନେଟ୍ ସଚିବଙ୍କୁ ଲେଖିଥିଲେ ଚିଠି ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ECI) ଭିତରେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟ ବଣ୍ଟନ ଓ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ସୂଚନା ଅଧିକାର …
‘ଇଣ୍ଡିଆ କେମ୍ ୨୦୨୬’ରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ନିବେଶ ସହ ବାସ୍ତବ ଉତ୍ପାଦନ ଆରମ୍ଭ କରିବାକୁ ବିଶ୍ୱ ଶିଳ୍ପପତିଙ୍କୁ ନିମନ୍ତ୍ରଣ ମୁମ୍ବାଇ/ଭୁବନେଶ୍ୱର, ୨୨ ଅକ୍ଟୋବର: ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପରେ ବିଶ୍ୱସ୍ତରୀୟ ନିବେଶ ଆକର୍ଷଣ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ। …
‘ଇଣ୍ଡିଆ କେମ୍ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ; ୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାର କେମିକାଲ୍ ଅର୍ଥନୀତି ଗଠନରେ ଓଡ଼ିଶାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱ ମୁମ୍ବାଇ/ଭୁବନେଶ୍ୱର, ୨୨ ଅକ୍ଟୋବର: ଖଣିଜ ସମ୍ପଦ ଉପରେ ନିର୍ଭରଶୀଳ ଅର୍ଥନୀତିରୁ କେମିକାଲ୍ …
ଯୋଗ ସାଧନାର ମହାନ ସାଧକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି: ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଷୋଡ଼ଶୀ ପୂଜାରେ ସାମିଲ ହେଲେ ପରମହଂସ ସ୍ୱାମୀ ନିରଞ୍ଜନାନନ୍ଦ ସରସ୍ୱତୀ
ଓଡ଼ିଶାରେ ଯୋଗ ଶିକ୍ଷା ଓ ଆଧ୍ୟାତ୍ମିକ ସାଧନାର ପ୍ରଚାରପ୍ରସାର ପାଇଁ ନିଜ ଜୀବନର ଦୀର୍ଘ ୫୪ ବର୍ଷ ଉତ୍ସର୍ଗ କରିଥିବା ଦିବଂଗତ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଷୋଡ଼ଶୀ ପୂଜା ଗୁରୁବାର ଭୁବନେଶ୍ୱରସ୍ଥିତ ଯୋଗ ବିଦ୍ୟାଳୟ ପରିସରରେ ଶ୍ରଦ୍ଧା ଓ ଭକ୍ତିର ସହ …
