ସ୍ତନ କର୍କଟ ରୋଗ ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରିବା ଏବଂ ରୋଗର ଶୀଘ୍ର ଚିହ୍ନଟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ଏମ୍ସ ଭୁବନେଶ୍ୱର। ସ୍ତନ କର୍କଟ ସଚେତନତା ମାସ ପାଳନ ଅବସରରେ ଏମ୍ସର ମେଡିକାଲ୍ ଅଙ୍କୋଲୋଜି …
ଗଞ୍ଜାମ ଜିଲ୍ଲାରେ ୨୦୨୦ ମସିହାରେ ଘଟିଥିବା ମୁନା ବିଶ୍ୱାଳ ହତ୍ୟା ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଦାଲତୀ ରାୟ। କୋଦଳା ଅତିରିକ୍ତ ଦୌରାଜଜ୍ଙ୍କ ଅଦାଲତ ଏହି ମାମଲାରେ ଶିବରାମ ରାଉତ ଓ ଜଗନ୍ନାଥ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। …
ଓଡ଼ିଶାର କିଶୋରୀଙ୍କ ସଶକ୍ତିକରଣକୁ ନୂଆ ଦିଗ: ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ସହ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷର
ରାଜ୍ୟର କିଶୋରୀମାନଙ୍କୁ ଶିକ୍ଷା, ଜୀବନ କୌଶଳ ଓ ନେତୃତ୍ୱ ବିକାଶ କ୍ଷେତ୍ରରେ ଅଧିକ ସକ୍ଷମ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଅଦ୍ୱିକା’ (ADVIKA) କାର୍ଯ୍ୟକ୍ରମ ଅଧୀନରେ କିଶୋରୀ ଓ ସେମାନଙ୍କ ସମବୟସୀ ନେତୃତ୍ୱକାରୀଙ୍କ ଦକ୍ଷତା …
ଓଡ଼ିଶାରେ ପୁଣି ବର୍ଷା ଓ ବଜ୍ରପାତ ଆଶଙ୍କା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୪୦ କିମି ବେଗରେ ବହିପାରେ ଝଡ଼ପବନ
ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇଥିଲେ ମଧ୍ୟ ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ପ୍ରଣାଳୀ ପ୍ରଭାବରେ ଆସନ୍ତା କିଛି ଦିନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା …
ଗରିବଙ୍କ ପକ୍କା ଘର ସ୍ୱପ୍ନକୁ ମିଳିବ ନୂଆ ରୂପ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨.୯୧ ଲକ୍ଷ ଘର ନିର୍ମାଣକୁ ମଞ୍ଜୁରି
ରାଜ୍ୟର ଗରିବ, ଅସହାୟ ଓ ବାସଗୃହରୁ ବଞ୍ଚିତ ପରିବାରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ପକ୍କା ଘର ନିର୍ମାଣ କରାଯିବ। …
ନଭେମ୍ବର ୧ରୁ ବଦଳିବ କଲିଂ ବ୍ୟବସ୍ଥା! ଫୋନ୍ ଆସିଲେ ସ୍କ୍ରିନ୍ରେ ଦେଖାଯିବ କଲର୍ଙ୍କ ନାଁ ଅଜଣା ନମ୍ବରରୁ ଆସୁଥିବା କଲ୍ କାହାର, ତାହା ଜାଣିବା ପାଇଁ ଆଉ ଅନ୍ୟ ଆପ୍ର ସହାୟତା ନେବାକୁ ପଡ଼ିବ କି? ମୋବାଇଲ୍ରେ କଲ୍ ଆସିବା ସମୟରେ …
ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ: ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ବିଜେଡି
ଓଡ଼ିଶାରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣାରେ ବିଳମ୍ବ ସହ ରାଜନୈତିକ ଚାପ ଏବଂ ପ୍ରଶାସନିକ …
ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିପାରେ ପବନ; ୧୭ ଅକ୍ଟୋବରରେ କୋରାପୁଟକୁ ପ୍ରବଳ ବର୍ଷା ସତର୍କତା, ଓଡ଼ିଶା ସମେତ ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗୁରୁବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ …
ଶେଷ ୭ ମିନିଟ୍ରେ ୩ ଗୋଲ୍ର ଧମାକା! ରୋମାକୁ ୪-୩ରେ ହରାଇ ଅବିଶ୍ୱସନୀୟ ବିଜୟ ହାସଲ କଲା ରିଅଲ୍ ମାଡ୍ରିଡ୍
ଚାମ୍ପିଅନ୍ସ ଲିଗ୍ରେ ୩-୧ରେ ପଛୁଆ ଥାଇ ଦମଦାର ପ୍ରତ୍ୟାବର୍ତ୍ତନ; ଅର୍ଦା ଗୁଲେରଙ୍କ କର୍ଣ୍ଣର କିକ୍ ଓ ରୁଡିଗରଙ୍କ ଶେଷ ମୁହୂର୍ତ୍ତର ଗୋଲ୍ରେ ବଦଳିଗଲା ମ୍ୟାଚ୍ର ଫଳାଫଳ, ୟୁଏଫା ଚାମ୍ପିଅନ୍ସ ଲିଗ୍ରେ ବୁଧବାର ରାତିରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକର ଫୁଟବଲ୍ ମୁକାବିଲା। …
ରାଜ୍ୟପାଳ ହରିବାବୁ କୁମ୍ଭମପାଟିଙ୍କୁ ଭାବପୂର୍ଣ୍ଣ ବିଦାୟ: ସମ୍ମାନାର୍ଥେ ରାତ୍ରିଭୋଜନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି
ଓଡ଼ିଶା ପ୍ରତି ଅବଦାନ ପାଇଁ କୃତଜ୍ଞତା ଜଣାଇଲେ ମୋହନ ମାଝୀ; ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ, ଓଡ଼ିଶାର ବିଦାୟୀ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କ ସମ୍ମାନାର୍ଥେ ବୁଧବାର ଏକ ବିଦାୟକାଳୀନ ରାତ୍ରିଭୋଜନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ …
