ରାଜ୍ୟରେ ଏଥର ଖରା ଋତୁ ସାଧାରଣ ସମୟଠାରୁ ଆଗରୁ ଆରମ୍ଭ ହେବାର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି। ମୌସୁମୀ ବାୟୁ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରୁ ବିଦାୟ ନେଇପାରେ ବୋଲି କିଛି ପାଣିପାଗ ବିଶେଷଜ୍ଞ ପ୍ରାଥମିକ ଆକଳନ କରୁଛନ୍ତି। …
Odisha
କଳାହାଣ୍ଡି-କନ୍ଧମାଳରେ ଅତିପ୍ରବଳ ବର୍ଷା ଆଶଙ୍କା; ୫ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଚେତାବନ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଏହା ସହ ଜଡ଼ିତ ପାଣିପାଗ ପ୍ରଣାଳୀ ଯୋଗୁଁ ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ଦେଖାଦେଇଛି। …
୮,୪୧୭ କୋଟିର ପୁଞ୍ଜିନିବେଶ ଆଗ୍ରହ; ୧୪,୩୧୦ ନିଯୁକ୍ତି ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଅଭିଯାନକୁ ବଡ଼ ସଫଳତା, ବିଦେଶୀ ପୁଞ୍ଜିକୁ ଓଡ଼ିଶା ମୁହାଁ କରିବା ଦିଗରେ ରାଜ୍ୟ ସରକାରଙ୍କ ଅଭିଯାନକୁ ମିଳିଛି ବଡ଼ ସଫଳତା। ୟୁଏଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ଓଡ଼ିଶା ହେବନି ଟ୍ରାଞ୍ଜିଟ୍ ରୁଟ୍, ବିଦେଶୀ ବନ୍ୟପ୍ରାଣୀ ଚାଲାଣ ଘଟଣାରେ ତଦନ୍ତ , ନେଟୱାର୍କ ମିଳିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ
୫ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ | ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ, ନେଟୱାର୍କ ମିଳିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ଓଡ଼ିଶାରୁ ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ଡିଜିଟାଲ ଲ୍ୟାଣ୍ଡ ଷ୍ଟାକ୍ରେ ଏକାଠି ହେବ ଜମିର ସବୁ ତଥ୍ୟ; ଓଡ଼ିଶାରେ DILRMP ଅଗ୍ରଗତି ପ୍ରାୟ ୧୦୦ ପ୍ରତିଶତ, ଦେଶର ଜମି ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସ୍ୱଚ୍ଛ, ଦ୍ରୁତ ଏବଂ ନାଗରିକକୈନ୍ଦ୍ରିକ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ …
୨୦୦ରୁ ଅଧିକ ମାମଲାର ଫଇସଲା, ପ୍ରକୃତ ଆବଣ୍ଟିତଙ୍କ ନାଁରେ RoR ସଂଶୋଧନ ପାଇଁ ନିର୍ଦ୍ଦେଶ, ଦୀର୍ଘ ୩୫ ବର୍ଷର ଅପେକ୍ଷାରେ ଶେଷରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। କଳିଙ୍ଗନଗର K-7 ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧିକାରୀମାନେ ଦୀର୍ଘଦିନ ଧରି ଭୋଗୁଥିବା ଜମି ରେକର୍ଡ ସମସ୍ୟାର …
ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ ଓଡ଼ିଶାର ସ୍ୱଦେଶୀ ଧାନ ଓ ମିଲେଟ୍ ଉତ୍ପାଦକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଲକ୍ଷ୍ୟରେ ଏକ ଅତ୍ୟାଧୁନିକ ରାଇସ୍ ଓ ମିଲେଟ୍ କାରଖାନା ପ୍ରତିଷ୍ଠା …
ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା, ଓଡ଼ିଶାରେ ନିବେଶ ପାଇଁ ଦେଲେ ଆମନ୍ତ୍ରଣ
ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଏବଂ ୟୁଏଇ ସହ ରାଜ୍ୟର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ୟୁଏଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇ କ୍ୟାବିନେଟ୍ର ସଦସ୍ୟ ତଥା ଅର୍ଥନୀତି …
ଓଡ଼ିଶାରେ ₹୨.୧୦ ଲକ୍ଷ କୋଟି ନିବେଶର ସମ୍ଭାବନା, ଆଦାନୀ-ଆଇଏଚ୍ସି ମଧ୍ୟରେ ଆଲୋଚନା
ଓଡ଼ିଶାକୁ ଦେଶ-ବିଦେଶର ବଡ଼ ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟରେ ପରିଣତ କରିବା ଉଦ୍ୟମ ମଧ୍ୟରେ ବଡ଼ ନିବେଶ ସମ୍ଭାବନା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ ଗ୍ରୁପ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ …
ବାସହୀନ ପରିବାରଙ୍କୁ ୪ ଡେସିମିଲ ଜମି, ‘ବସୁନ୍ଧରା’ ଯୋଜନାରେ ଆଗକୁ ବଢ଼ୁଛି ପ୍ରକ୍ରିୟା
ଜମି ନଥିବା କାରଣରୁ ଅନେକ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନିର୍ମାଣର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ‘ବସୁନ୍ଧରା’ ଯୋଜନା ମାଧ୍ୟମରେ ଘରବାରି ନଥିବା ପରିବାରଙ୍କୁ ଜମି ଯୋଗାଇ ଦେଉଛନ୍ତି। …
