ସିମିଳିପାଳ ବାଘ ଅଭୟାରଣ୍ୟ (Similipal Tiger Reserve) ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ୧୨୫ କୋଟି ଟଙ୍କାର ‘ଆମ ସିମିଳିପାଳ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ପାଇଁ ଅର୍ଥ …
Tag:
