ଭୁବନେଶ୍ୱର: ଦୁର୍ଗାପୂଜାକୁ ନଜରରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀରେ ଲୁଟ୍ ଘଟଣା ଚିନ୍ତା ବଢ଼ାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ନାଗରିକଙ୍କଠାରୁ ଦୁଇ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଥିବା ବ୍ୟାଗ …
crime
ବିହାରର ବେଗୁସରାୟରେ ଏକ ସମ୍ବେଦନଶୀଳ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନଗର ଥାନା ଅଞ୍ଚଳରେ ସକାଳୁ ସକାଳୁ ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାବଡ଼ତୋଡ଼ ଗୁଳି ଚଳାଇଥିଲେ। ଏହି ଗୁଳିମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଚିନ୍ତାଜନକ …
ଅପରେସନ ନାର୍କୋସ୍ରେ ରେଳବାଇର ନୂଆ ପଦକ୍ଷେପ, ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଟ୍ରେନ୍ ଓ ପ୍ଲାଟଫର୍ମରେ K9 ଡଗ୍ ସ୍କ୍ୱାଡ୍
ନିଶାଦ୍ରବ୍ୟ ଓ ଅନ୍ୟ ନିଷିଦ୍ଧ ସାମଗ୍ରୀର ବେଆଇନ ଚାଲାଣ ରୋକିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅପରେସନ ନାର୍କୋସ୍ ଅଧୀନରେ ତାଲିମପ୍ରାପ୍ତ ସ୍ନିଫର ଡଗ୍ଙ୍କୁ ଟ୍ରେନ୍, ପ୍ଲାଟଫର୍ମ ଏବଂ ଲଗେଜ୍ ଓ ପାର୍ସଲ ରଖାଯାଉଥିବା ସ୍ଥାନରେ …
ଶିକ୍ଷା ଓ ସଚେତନତା ବଢ଼ିବା ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଯୌତୁକ ପ୍ରଥାର ଭୟାବହ ପ୍ରଭାବ ଚିନ୍ତାର କାରଣ ହୋଇଛି। ଗତ ପାଞ୍ଚ ବର୍ଷର ତଥ୍ୟ ଅନୁଯାୟୀ, ଅଞ୍ଚଳର ୧୦ଟି ଜିଲ୍ଲାରେ ଯୌତୁକ ନିର୍ଯାତନା ସହ ଜଡ଼ିତ ହଜାର ହଜାର ମାମଲା ରୁଜୁ …
ଓଡ଼ିଶାର ରାଉରକେଲା ରେଳ ଷ୍ଟେସନରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଟ୍ରେନ୍ ଟିକେଟ୍ ବୁକ୍ କରାଇଦେବାରେ ସାହାଯ୍ୟ କରିବା ବାହାନାରେ ଜଣେ ରେଳ କର୍ମଚାରୀ ଯୁବତୀଙ୍କୁ ସାଙ୍ଗରେ ନେଇଯାଇଥିବା ଏବଂ ପରେ ତାଙ୍କ ସହ ଯୌନ ଉତ୍ପୀଡ଼ନ …
ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଠକେଇ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ସୁକେଶ ନିଜକୁ ସୁପ୍ରିମକୋର୍ଟର ଜଜ୍ ବୋଲି ପରିଚୟ ଦେଇ ACBର ସ୍ପେଶାଲ୍ ଜଜ୍ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା …
ରାଉରକେଲା: ମାନବିକତାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ରାଉରକେଲା ସହରର ଉଦିତନଗର ଶୀତପଡ଼ା ଅଞ୍ଚଳର ଏକ ନାଳ ନିକଟରୁ ଜୀବିତ ଅବସ୍ଥାରେ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କେହି ଶିଶୁଟିକୁ ଏକ ବ୍ୟାଗରେ ପୁରାଇ ନାଳ ନିକଟରେ ଫିଙ୍ଗି …
ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଚିକିତ୍ସାରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ଔଷଧ ଦୋକାନରେ ଦିଆଯାଇଥିବା ଇଞ୍ଜେକ୍ସନ୍ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅବନତି ଘଟିଥିଲା …
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ କଲେଜ ଛାତ୍ରଙ୍କୁ ସଂଘବଦ୍ଧ ଭାବେ ମାଡ଼ ମାରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସ ତତ୍ପରତା ପ୍ରକାଶ କରି ତଦନ୍ତ ଆରମ୍ଭ …
Writing ସାଇବର ଅପରାଧର ମୁକାବିଲା ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ତଦନ୍ତକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ନ୍ୟାସନାଲ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟି (ଏନଏଫଏସୟୁ) ମଧ୍ୟରେ ଏକ ୫ ବର୍ଷିଆ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। …
