ଖୋର୍ଦ୍ଧା ଜିଲ୍ଲାର ଶାଳିଆ ନଦୀର ଗୁରେଇ ବନ୍ଧରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ବାଣପୁର ବ୍ଲକ ଅଧୀନ ସାଲୁଣୀ ଗାଁର ଚନ୍ଦନ ପ୍ରଧାନ। ସୂଚନା ଅନୁସାରେ, …
crime
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ଥାନା ଅଧୀନ ଅମୁଣି ଗାଁରେ ଜଣେ ମହିମା ଆଲେଖ ସାଧୁଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ଶ୍ରୀକାନ୍ତ ମହାକୁଡ଼। ସେ ବିନିଡା ସ୍ଥିତ ଆଲେଖ ମହିମା …
ଶୋଇଥିବା ଅବସ୍ଥାରେ କୁରାଢ଼ିରେ ହାଣି ହତ୍ୟା, ପୁରୁଣା ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ
ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧୀନ ତୁର୍ଲା ଗାଁରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁରାଢ଼ିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତ୍ରିନାଥ ନାଏକ। ଘଟଣାକୁ ନେଇ ଅଞ୍ଚଳରେ ଭୟ …
ତାଳଚେରର ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନେରୀରେ ହୋଇଥିବା ଚାଞ୍ଚଲ୍ୟକର ଡକାୟତି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛି ଅଙ୍ଗୁଳ ପୋଲିସ। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ସମସ୍ତ ଲୁଟ୍ ସାମଗ୍ରୀ ଜବତ କରାଯାଇଛି। …
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ ଏବଂ ଜାଲ୍ ଲେଟରହେଡ୍ ବ୍ୟବହାର କରି ସରକାରୀ କର୍ମଚାରୀଙ୍କ ବଦଳି ସୁପାରିଶ କରିବା ଅଭିଯୋଗରେ ପୋଲିସ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ …
ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ପାଖରେ ଥିବା ଏକ ନାଳ ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁର ପ୍ରଭାତ …
