ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବଦ୍ରୀନାଥ ଧାମରେ ଭଗବାନ ନାରାୟଣଙ୍କ ସ୍ୱର୍ଣ୍ଣ ମୁକୁଟ ଚୋରି ଘଟଣାରେ ଚମୋଲି ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ଜଣେ ସାଧୁଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର …
crime
ଦିଲ୍ଲୀର ମୈଦାନଗଡ଼ି ଅଞ୍ଚଳରୁ ସମ୍ପର୍କକୁ ଲଜ୍ଜିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଜଣେ କଳିଯୁଗର ପୁଅ ନିଜ ୬୦ ବର୍ଷୀୟ ମା’ଙ୍କୁ ମାଡ଼ ମାରିବା ସହ ହାତୁଡ଼ିରେ ଆକ୍ରମଣ କରି ହତ୍ୟା …
ମଉ: ଉତ୍ତର ପ୍ରଦେଶର ମଉ ଜିଲ୍ଲାରୁ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କୋପାଗଞ୍ଜ ଅଞ୍ଚଳର କସାରା ଗାଁ ନିକଟରେ ସନ୍ଦେହଜନକ ପରିସ୍ଥିତିରେ ମିଳିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି …
ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ହସ୍ପିଟାଲରୁ ଦୁଇ ଦିନ ପୂର୍ବେ ନିଖୋଜ ହୋଇଥିବା ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଡାଏଲ-୧୧୨ରେ …
ବୌଦ୍ଧ ଜିଲ୍ଲାରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗଞ୍ଜେଇ ଚୋରାଚାଲାଣ ସହ ଏହାର ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ଯାଞ୍ଚରୁ ଖସିଯିବା ପାଇଁ ଦୁର୍ବୃତ୍ତମାନେ ଏକ କାର୍କୁ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଥିବା …
ପାଟନା: ଲୋକପ୍ରିୟ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାର (ଫୈସଲ ଖାନ)ଙ୍କୁ ବଡ଼ ଆଇନଗତ ରାହତ ମିଳିଛି। ପାଟନା ସିଭିଲ କୋର୍ଟ ସୋମବାର ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି। ଏହା ସହ ଗୁଳିକାଣ୍ଡ ମାମଲାରେ ଜେଲରେ ଥିବା ତାଙ୍କ …
କନ୍ଧମାଳ ଜିଲ୍ଲାରେ ଜଣେ CRPF ଯବାନଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆତ୍ମହତ୍ୟା ପାଇଁ ପ୍ରରୋଚନା ଦେଇଥିବା ଅଭିଯୋଗରେ ଯବାନଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍ ପଠାଯାଇଛି। ମୃତ ଯବାନ …
ରାଉରକେଲାର ସେକ୍ଟର-୭ ଥାନା ଅଞ୍ଚଳ ଅନ୍ତର୍ଗତ ନାରାୟଣୀ ବସ୍ତିରେ ହତ୍ୟା ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ବେଆଇନ ଘରକୁ ଗୁରୁବାର ପ୍ରଶାସନ ବୁଲଡୋଜର ଚଳାଇ ଭାଙ୍ଗି ଦେଇଛି। ସୂଚନା ଅନୁସାରେ, ଏହି ଅଭିଯୁକ୍ତମାନେ ବସ୍ତି ଅଞ୍ଚଳରେ ବେଆଇନ ଭାବେ …
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବରୁଇପୁରରେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଭାସ ମଣ୍ଡଳ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ ସୂଚନା ଅନୁସାରେ, ଘଟଣାସ୍ଥଳରେ କ୍ରାଇମ୍ ସିନ୍ର ପୁନଃନିର୍ମାଣ (ରିକ୍ରିଏସନ୍) …
ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀଘାଟ …
