ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ସୋମବାର ପ୍ରଦୂଷଣ ସ୍ତର ଅଧିକ ବଢ଼ିଥିବା ବେଳେ ମଙ୍ଗଳବାର ଏଥିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି। ପବନର ବେଗ ବଢ଼ିବା କାରଣରୁ ବାୟୁର ଗୁଣବତ୍ତାରେ କିଛିଟା ପରିବର୍ତ୍ତନ …
Tag:
