ଗଞ୍ଜାମ ଜିଲ୍ଲାରେ ୨୦୨୦ ମସିହାରେ ଘଟିଥିବା ମୁନା ବିଶ୍ୱାଳ ହତ୍ୟା ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଦାଲତୀ ରାୟ। କୋଦଳା ଅତିରିକ୍ତ ଦୌରାଜଜ୍ଙ୍କ ଅଦାଲତ ଏହି ମାମଲାରେ ଶିବରାମ ରାଉତ ଓ ଜଗନ୍ନାଥ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। …
Tag:
murder
ଖୋର୍ଦ୍ଧା ଜିଲ୍ଲାର ଶାଳିଆ ନଦୀର ଗୁରେଇ ବନ୍ଧରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ବାଣପୁର ବ୍ଲକ ଅଧୀନ ସାଲୁଣୀ ଗାଁର ଚନ୍ଦନ ପ୍ରଧାନ। ସୂଚନା ଅନୁସାରେ, …
ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ପାଖରେ ଥିବା ଏକ ନାଳ ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁର ପ୍ରଭାତ …
