ଓଡ଼ିଶା ପରିବହନ ବିଭାଗ ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଏବଂ ବୀମା ବିନା ଚଳାଚଳ କରୁଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ କଡ଼ା ଚଢ଼ାଉ ଆରମ୍ଭ କରିଛି। ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ଗାଡ଼ିକୁ ଜବତ କରାଯାଇଛି। …
odisha government
ଓଡ଼ିଶାରେ ଜମି ପଞ୍ଜିକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ଜମି ପଞ୍ଜିକରଣ ସମୟରେ କୌଣସି ନଗଦ କାରବାର ହେବ ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ୍ୟାଶଲେସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, …
ଓଡ଼ିଶାରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନକୁ ଫିଲହାଲ ସ୍ଥଗିତ ରଖାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)। ଏହା ଫଳରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ପୁଣି ସ୍ୱାଭାବିକ ଭାବେ ସ୍ୱାସ୍ଥ୍ୟସେବା …
ପାଠ୍ୟପୁସ୍ତକ ବିବାଦ ପରେ ବଡ଼ ପଦକ୍ଷେପ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ସଂଶୋଧିତ ପୁସ୍ତକ ଉପରେ ଜନମତ ମାଗିଲେ ଓଡ଼ିଶା ସରକାର
ରାଜ୍ୟରେ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଦେଖାଦେଇଥିବା ବିବାଦ ପରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହା ସହ ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ …
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ନୂଆ SOP ଜାରି କଲେ ରାଜ୍ୟ ସରକାର, ପ୍ରକ୍ରିୟା ହେବ ଅଧିକ ସ୍ୱଚ୍ଛ
ଭୁବନେଶ୍ୱର: ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସରଳ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛନ୍ତି। ଏହି SOP ପ୍ରି-ରେରା ଓ ପୋଷ୍ଟ-ରେରା ପ୍ରକଳ୍ପରେ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ …
