ଭୁବନେଶ୍ୱର: ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଉପଲବ୍ଧ ନିର୍ବାଚନୀ ଫଳାଫଳର ତଥ୍ୟ ଅନୁସାରେ, ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ନେତୃତ୍ୱର ପ୍ରମୁଖ ପଦବୀଗୁଡ଼ିକରେ ABVP ଆଗରେ ରହିଛି। ୩୪୬ …
odisha
ଲାଞ୍ଚ ଅଭିଯୋଗରେ ଅଟକ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ; ନଗଦ ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କଠାରୁ …
ସୁନ୍ଦରଗଡ଼: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଛି। ଖଣିରୁ ଲୁହାପଥର ଲୋଡ୍ କରି ବାହାରୁଥିବା ସମୟରେ ଟ୍ରକ୍ଟିରେ ହଠାତ୍ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ଗାଡ଼ିର ଅଧାରୁ ଅଧିକ ଅଂଶ …
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା, ୫.୬୧ କୋଟିର ପୁରସ୍କାର ଘୋଷଣା
ଭୁବନେଶ୍ୱର, ୧୬/୧୦: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା …
ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ: ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ବିଜେଡି
ଓଡ଼ିଶାରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣାରେ ବିଳମ୍ବ ସହ ରାଜନୈତିକ ଚାପ ଏବଂ ପ୍ରଶାସନିକ …
ରାଜ୍ୟପାଳ ହରିବାବୁ କୁମ୍ଭମପାଟିଙ୍କୁ ଭାବପୂର୍ଣ୍ଣ ବିଦାୟ: ସମ୍ମାନାର୍ଥେ ରାତ୍ରିଭୋଜନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି
ଓଡ଼ିଶା ପ୍ରତି ଅବଦାନ ପାଇଁ କୃତଜ୍ଞତା ଜଣାଇଲେ ମୋହନ ମାଝୀ; ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ, ଓଡ଼ିଶାର ବିଦାୟୀ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କ ସମ୍ମାନାର୍ଥେ ବୁଧବାର ଏକ ବିଦାୟକାଳୀନ ରାତ୍ରିଭୋଜନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ …
CPSE-୨୦୨୪ ପାଇଁ ଅକ୍ଟୋବର ୧୫ରୁ ଖୋଲିବ ଅନଲାଇନ୍ ପୋର୍ଟାଲ୍; ବୟସ କୋହଳ ସୁବିଧା ପାଉଥିବା ପ୍ରାର୍ଥୀଙ୍କ ସମେତ ସମସ୍ତ ଆବେଦନକାରୀଙ୍କ ପାଇଁ ନିର୍ଦ୍ଦେଶ ଜାରି ଓଡ଼ିଶା ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ (CPSE-2024)ରେ ସବ୍ଇନ୍ସପେକ୍ଟର (SI) ସ୍ତରର ପଦବୀ ପାଇଁ ଆବେଦନ …
୩୫୮ଟି ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ, ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ନିଜ ପସନ୍ଦର ଛାତ୍ରନେତା ବାଛିବା ପାଇଁ ଛାତ୍ରଛାତ୍ରୀ ମତଦାନ କରୁଛନ୍ତି। ସକାଳ ୮ଟାରୁ …
ଭୁବନେଶ୍ୱର, ୧୪ ଅକ୍ଟୋବର: ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ବୃହତ୍ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ୪୬ଟି ମଧ୍ୟମ ଓ ବୃହତ୍ …
ଶିକ୍ଷକଙ୍କୁ ଦଶହରା ଭେଟି: ନୂଆ ସର୍ଭିସ ରୁଲ୍କୁ କ୍ୟାବିନେଟ୍ ମଞ୍ଜୁରୀ, ୧୬ଟି ପ୍ରସ୍ତାବକୁ ଅନୁମୋଦନ
ହିନ୍ଦୀ-ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା, ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ | ୪୫୦ କୋଟିର ଦକ୍ଷତା ବିକାଶ ଯୋଜନା, ଚାଷୀଙ୍କ ପାଇଁ ୧,୩୬୦ କୋଟିର ସୁଧମୁକ୍ତ ପାଣ୍ଠି ଭୁବନେଶ୍ୱର: ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ …
