ଓଡ଼ିଶା ପାଇଁ ଗର୍ବର ବିଷୟ। ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ର ୨୯ ଜଣ ଅଧ୍ୟାପକ ଏବଂ ଜଣେ ଗବେଷଣା ସ୍ନାତକ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରସ୍ତୁତ କରିଥିବା …
odisha
ପୂଜା ପୂର୍ବରୁ ରାଜଧାନୀରେ ଲୁଟ୍ ଆତଙ୍କ, ବରିଷ୍ଠ ନାଗରିକଙ୍କଠାରୁ ୫୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଦୁର୍ଗାପୂଜାକୁ ନଜରରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀରେ ଲୁଟ୍ ଘଟଣା ଚିନ୍ତା ବଢ଼ାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ନାଗରିକଙ୍କଠାରୁ ଦୁଇ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଥିବା ବ୍ୟାଗ …
୨୦୦୦ତମ ଇଞ୍ଜିନ୍ ଭାରତୀୟ ବାୟୁସେନାକୁ ହସ୍ତାନ୍ତର ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୬: କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟ୍ରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ର ଉଦ୍ଘାଟନ ହୋଇଛି। ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ …
ଭୁବନେଶ୍ୱର, ୬/୧୦: ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମୁଦ୍ଦାହୀନ ହୋଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି, ଜନସାଧାରଣ ବିଜେପି ସରକାର …
ଓଡ଼ିଶାରେ ଗଠନ ହେବ ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର: ଓଏଚପିସି-ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ
ଓଡ଼ିଶାରେ ଗଠନ ହେବ ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର: ଓଏଚପିସି-ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଅକ୍ଷୟ ଓ ସବୁଜ ଶକ୍ତି କ୍ଷେତ୍ରରେ ଶିଳ୍ପ-ଉପଯୋଗୀ ଦକ୍ଷତା ପ୍ରଦାନ ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରରେ ‘ସବୁଜ …
ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଛାତ୍ର ସଂସଦ ନିର୍ବାଚନ ଆୟୋଜନ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଏହି ନିର୍ବାଚନ …
ଓଡ଼ିଆ ସିନେମାକୁ ମିଳିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭୁବନେଶ୍ୱର, ୫/୧୦: ଓଡ଼ିଆ ସିନେମା ଜଗତକୁ ମିଳିଛି ଏକ ନୂଆ ଭିତ୍ତିଭୂମି। ରାଜଧାନୀ ଭୁବନେଶ୍ୱରରେ ପୁନର୍ବିକଶିତ ଓ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ …
ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ଫୋନ୍ରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରବ ଆଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ …
ନିଶା ବିରୋଧରେ ଜିରୋ ଟଲରେନ୍ସ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୬:ରାଜ୍ୟରୁ ନିଶାକୁ ମୂଳପୋଛ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଜୀବନ ଜିନ୍ଦାବାଦ-୨.୦’ ଜନସଚେତନତା ଅଭିଯାନ। ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ …
ସୁନ୍ଦରଗଡ଼ ଜିଲ୍ଲାରେ ଖଣି ପ୍ରଭାବିତ ଲୋକଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (ଡିଏମ୍ଏଫ୍) ପାଣ୍ଠିର ବ୍ୟବହାରକୁ ନେଇ ସିଏଜି ଅଡିଟ୍ରେ ବିଭିନ୍ନ ଅନିୟମିତତା ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ଖଣି ଯୋଗୁଁ ଜମି, ଜୀବିକା ଓ ପରିବେଶ ପ୍ରଭାବିତ ହେଉଥିବା …
