ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ …
Rath Yatra
ପୁରୀ ରେଳ ଷ୍ଟେସନରେ ନଜର ରଖିବ AI ରୋଭର ‘DAC Arjun’, ରଥଯାତ୍ରାରେ ଯାତ୍ରୀ ସୁରକ୍ଷାକୁ ମିଳିବ ବଡ଼ ସହାୟତା
ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ …
ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନିଟି ରଥର ଦକ୍ଷିଣ ମୋଡ଼ ନୀତି ସମ୍ପୂର୍ଣ୍ଣ ହୋଇଛି। ଏହା …
ପୁରୀ: ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ସନ୍ଧ୍ୟା ପ୍ରାୟ ୫ଟାରୁ ତିନି ରଥ କ୍ରମାନୁସାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିଥିବାବେଳେ, ଏହା ପଛକୁ …
ରଥଯାତ୍ରା ପୂର୍ବରୁ ‘ସମର୍ପଣ’ ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ; ଘରେ ବସି ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ
ଭୁବନେଶ୍ୱର, ୧୫ ଜୁଲାଇ: ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଏକ ନୂଆ ଡିଜିଟାଲ ସୁବିଧା ଆରମ୍ଭ କରିଛନ୍ତି। ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସମର୍ପଣ’ ନାମକ ଡିଜିଟାଲ ହୁଣ୍ଡି ସେବାର ଉଦ୍ଘାଟନ କରିଛନ୍ତି। …
ପୁରୀ, ୧୫ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ବିଳମ୍ବିତ ରାତିରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି …
ଭୁବନେଶ୍ୱର: ଚଳିତ ବର୍ଷର ରଥଯାତ୍ରାରେ ସାମିଲ ହେବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାରଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ ଏବଂ ଆସନ୍ତା ଜୁଲାଇ ୧୭ ତାରିଖ …
ପୁରୀ ରଥଯାତ୍ରା ନିକଟତର ହେଉଥିବା ବେଳେ ଭକ୍ତମାନଙ்କୁ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ‘ଶ୍ରୀମନ୍ଦିର’ ନାମରେ ଏକ ଆପ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଭକ୍ତମାନଙ୍କୁ ଧାର୍ମିକ ସେବା ନାମରେ ଦାନ କରିବାକୁ ଆହ୍ୱାନ କରୁଥିବା ବେଳେ, ଏହାକୁ …
ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ୫୮ତମ ଦିନରେ ପହଞ୍ଚିଛି। ଆଜି ରଥଖଳାରେ ତିନି ରଥର ଈଷ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଯଦିଓ ସକାଳେ କିଛି ସମୟ ପାଇଁ ବିବାଦ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ …
