ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-2379 ବିମାନ ମଙ୍ଗଳବାର (୪ ଅଗଷ୍ଟ) ହଠାତ୍ ଭୟଙ୍କର ଏୟାର ଟର୍ବୁଲେନ୍ସରେ ପଡ଼ିବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବିମାନଟି ହଠାତ୍ ଜୋରରେ ଦୋଳିବା ଆରମ୍ଭ କରିଥିଲା, ଫଳରେ ସିଟ୍ ବେଲ୍ଟ ପିନ୍ଧିନଥିବା କିଛି …
Tag:
