ପାଟନା: ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଉପହାର। ଶନିବାର ପ୍ରଧାନମନ୍ତ୍ରୀ ବିହାରର ରାଘୋପୁରଠାରେ ବହୁପ୍ରତୀକ୍ଷିତ ନୀତୀଶ ସେତୁର ଉଦ୍ଘାଟନ କରିଛନ୍ତି। ଗଙ୍ଗା ନଦୀ ଉପରେ ନିର୍ମିତ ଏହି ବିଶାଳ ସେତୁ ବିହାରର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି …
Archana Singh
ଆସନ୍ତା ସପ୍ତାହରେ ବ୍ୟାଙ୍କରେ ଆପଣଙ୍କର କିଛି ଜରୁରୀ କାମ ଅଛି କି? ତେବେ ଆଗୁଆ ଜାଣି ରଖନ୍ତୁ ବ୍ୟାଙ୍କ ଛୁଟି ତାଲିକା। କାରଣ ନଭେମ୍ବର ଶେଷ ସପ୍ତାହରେ ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ଦିନ ବ୍ୟାଙ୍କ ବନ୍ଦ ରହିବ। ଗୁରୁ ନାନକ …
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ଆଶଙ୍କା ତୁଳନାରେ ବାତ୍ୟାର ପ୍ରଭାବ କମ୍ ରହିଛି। ଏବେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଥିବାବେଳେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର …
ବାତ୍ୟାର ପ୍ରଭାବ ପରେ ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ। ଗଞ୍ଜାମ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଏହି କ୍ରମରେ ଜିଲ୍ଲାପାଳ ପୋଟଲାମପୁର …
ଅମଳ ସମୟରେ ଧାନ ଫସଲ ଉପରେ ଦାଉ ସାଧିଛି ପ୍ରକୃତିର ପ୍ରକୋପ। ଯେଉଁ ଜମିରେ ଦିନେ ସୁନାର ଫସଲ ଲହଡ଼ି ଭାଙ୍ଗୁଥିଲା, ଆଜି ସେହି ଜମିରେ ଲହଡ଼ି ଖେଳୁଛି ବର୍ଷା ପାଣି। ଚାରିଆଡ଼େ ଜଳମଗ୍ନ ଚାଷ ଜମି, ପାଣିରେ ବୁଡ଼ି ରହିଛି …
ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ …
ପୁରୀ ଉପକୂଳରେ ବାତ୍ୟା ଭୟ । ବେଳାଭୂମିରୁ ଚିଲିକା, ସବୁଠି ବଢ଼ିଲା ସତର୍କତା । ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଏକାଧିକ ପଦକ୍ଷେପ । ନଭେମ୍ବର ୧୮ ତାରିଖରୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ …
ବାତ୍ୟାର ଭୟ… ଚାରିଆଡ଼େ ଆଶଙ୍କା… ଆଉ ଏହାରି ଭିତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜୋରଦାର ପ୍ରସ୍ତୁତି। ବାତ୍ୟା ଅକୱାନକୁ ମୁକାବିଲା କରିବା ପାଇଁ ସତର୍କ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି …
ବାତ୍ୟା ‘ଅକୱାନ୍’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ବାତ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଲର୍ଟ ମୋଡ୍ରେ ରହିଛି ପ୍ରଶାସନ। ପୁରୀଠାରୁ କେନ୍ଦ୍ରାପଡ଼ା ଓ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ଜୋରଦାର …
ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା। ବାତ୍ୟା ସହ ସମ୍ଭାବ୍ୟ ବନ୍ୟାକୁ ନେଇ ଆଲର୍ଟ ମୋଡ୍ରେ ରାଜ୍ୟ ସରକାର। ରାଜ୍ୟର ୭ଟି ପ୍ରମୁଖ ନଦୀ ଉପରେ ରଖାଯାଇଛି କଡ଼ା ନଜର। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଗୁଆ ସତର୍କ …
