ବାତ୍ୟା ‘ଆକୱାନ୍’କୁ ନେଇ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ପ୍ରଶାସନକୁ ଦେଲେ କଡ଼ା ନିର୍ଦ୍ଦେଶ। ବାତ୍ୟାରେ ଯେପରି ଜଣେ …
Archana Singh
ବାତ୍ୟା ‘ଅକୱାନ୍’କୁ ନେଇ ଆଲର୍ଟ ମୋଡ୍ରେ ରାଜ୍ୟ ସରକାର। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଜୋରଦାର ହୋଇଛି ପ୍ରଶାସନିକ ପ୍ରସ୍ତୁତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାର ଦାୟିତ୍ୱ ୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦିଆଯାଇଛି। ଜିଲ୍ଲାସ୍ତରରେ ବାତ୍ୟା …
ଓଡ଼ିଶା ଉପକୂଳ ପାଇଁ ବଢ଼ିଲା ବାତ୍ୟା ବିପଦ! ଗତିପଥ ବଦଳାଇ ଓଡ଼ିଶା ମୁହାଁ ହେଉଛି ଭୀଷଣ ବାତ୍ୟା ‘ଅକଭାନ୍’। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ …
ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ନେଇ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ଆହୁରି ସୁଦୃଢ଼ ହେଲା ପ୍ରଶାସନିକ ପ୍ରସ୍ତୁତି। ୪ଟି ଜିଲ୍ଲାରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ଦାୟିତ୍ୱ। ବାତ୍ୟା ପୂର୍ବରୁ ପ୍ରସ୍ତୁତି, ଉଦ୍ଧାର …
ବିଶ୍ୱ କୂଟନୀତିରେ ଭାରତର ବଢ଼ୁଛି ଗୁରୁତ୍ୱ। ଦକ୍ଷିଣ-ପୂର୍ବ ଏସିଆ ସହ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଭାରତର ବଡ଼ ପଦକ୍ଷେପ। ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯାଇ ରାଜଧାନୀ ମାନିଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ …
ପୁଣି ଥରେ ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପଦରେ ଜୟ ଶାହ। ଲଗାତାର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ICCର ଚେୟାରମ୍ୟାନ ଭାବେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ICC ବୋର୍ଡ ବୈଠକରେ …
ଭୁବନେଶ୍ୱର: ବଙ୍ଗୋପସାଗରରେ ଧୀରେ ଧୀରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା। ଗଭୀର ଅବପାତ ରୂପରେ ଥିବା ଏହି ପାଣିପାଗ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର …
ଐତିହାସିକ କଟକ ବାଲିଯାତ୍ରାରେ ଏଥର ଯୋଡ଼ିହେବ ଏକ ସ୍ୱତନ୍ତ୍ର ଅଧ୍ୟାୟ। ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ଏହି ବାଲିଯାତ୍ରାର ଉଦ୍ଘାଟନ କରିବେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତବର୍ଷ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବା …
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର! ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ୨୦୨୭ ମାଟ୍ରିକ୍ ପରୀକ୍ଷା ସୂଚୀ। ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏଥର ଗୋଟିଏ ସିଟିଂରେ ହେବ ସମସ୍ତ ପରୀକ୍ଷା। …
ଭୁବନେଶ୍ୱର, ୧୪ ନଭେମ୍ବର: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ବାତ୍ୟା। ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ସମୁଦ୍ର ମଧ୍ୟରେ …
