ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ କଲକାତା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ଦଳକୁ ବ୍ୟାଙ୍କ ଖାତା ଚଳାଇବାକୁ ଅନୁମତି ଦେଇଛନ୍ତି। ତେବେ ଏହି ଅନୁମତି କିଛି ସର୍ତ୍ତ ସହ ଦିଆଯାଇଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, …
Shubham Kumar
ରାଉରକେଲାର ସେକ୍ଟର-୭ ଥାନା ଅଞ୍ଚଳ ଅନ୍ତର୍ଗତ ନାରାୟଣୀ ବସ୍ତିରେ ହତ୍ୟା ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ବେଆଇନ ଘରକୁ ଗୁରୁବାର ପ୍ରଶାସନ ବୁଲଡୋଜର ଚଳାଇ ଭାଙ୍ଗି ଦେଇଛି। ସୂଚନା ଅନୁସାରେ, ଏହି ଅଭିଯୁକ୍ତମାନେ ବସ୍ତି ଅଞ୍ଚଳରେ ବେଆଇନ ଭାବେ …
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ, ଆଜି ଆରମ୍ଭ ହେବ ଓଡ଼ିଶା ଡିପ୍ ସି ଫିସିଂ ମିଶନ୍
ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଗୁରୁବାର ଏକ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ସେ ସିଧାସଳଖ ଓୟୁଏଟି (OUAT) ଅଭିମୁଖେ ଯାଇଥିଲେ। ଓୟୁଏଟିର କୃଷି …
ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ପାଇଁ ଗର୍ବର ଖବର। ଭୁବନେଶ୍ୱରର ଯୁବ ଗାୟିକା ଜ୍ୟୋତିର୍ମୟୀ ନାୟକ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛନ୍ତି। ନିଜର ସୁମଧୁର କଣ୍ଠ ଓ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ସେ ଦେଶବ୍ୟାପୀ …
କାଲେଶ୍ୱରମ ପ୍ରକଳ୍ପକୁ ନେଇ ବିଆରଏସ୍ ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କେସିଆରଙ୍କୁ କହିଲେ ‘ଆର୍ଥିକ ଆତଙ୍କବାଦୀ’
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡି କାଲେଶ୍ୱରମ ସିଚାଇ ପ୍ରକଳ୍ପକୁ ନେଇ ବିରୋଧୀ ବିଆରଏସ୍ ଦଳ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର), ତାଙ୍କ ପୁଅ କେ.ଟି. ରାମାରାଓ (କେଟିଆର) ଏବଂ ଟି. ହରିଶ …
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବରୁଇପୁରରେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଭାସ ମଣ୍ଡଳ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ ସୂଚନା ଅନୁସାରେ, ଘଟଣାସ୍ଥଳରେ କ୍ରାଇମ୍ ସିନ୍ର ପୁନଃନିର୍ମାଣ (ରିକ୍ରିଏସନ୍) …
ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ଚାରି ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ବୁଧବାର ଲସ୍କର-ଇ-ତୋଏବାର ଶୀର୍ଷ କମାଣ୍ଡର ଜାକିର ଗନିଙ୍କୁ ଗୁଳି କରି ନିହତ କରାଯାଇଛି। ଜମ୍ମୁ-କାଶ୍ମୀର ପୁଲିସ ଏହି ସୂଚନା ଦେଇଛି। ପୁଲିସ …
ଓଡ଼ିଶାରେ ବଡ଼ ନିବେଶ କରିବାକୁ ଯାଉଛି ଟାଟା ପାୱାର। କମ୍ପାନୀ ଖୁବଶୀଘ୍ର ରାଜ୍ୟରେ ୧୦ ଗିଗାୱାଟ୍ କ୍ଷମତା ବିଶିଷ୍ଟ ସୋଲାର ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ଘୋଷଣା କରିବ ବୋଲି ସୂଚନା ମିଳିଛି। ଏହା ଦ୍ୱାରା ଓଡ଼ିଶାରେ ସବୁଜ ଶକ୍ତି କ୍ଷେତ୍ରରେ …
ଓଡ଼ିଶାରେ ଜମି ପଞ୍ଜିକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ଜମି ପଞ୍ଜିକରଣ ସମୟରେ କୌଣସି ନଗଦ କାରବାର ହେବ ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କ୍ୟାଶଲେସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, …
ରସୁଲଗଡ଼ରୁ ପଳାଶୁଣୀ ଯାତ୍ରା ହେବ ସହଜ, ରାଜ୍ୟର ପ୍ରଥମ ସ୍କାଏୱାକ୍ ସହ ୬ ଲେନ୍ ପୋଲ ନିର୍ମାଣ ଜୋରଦାର
ଭୁବନେଶ୍ୱରର ରସୁଲଗଡ଼ରୁ ପଳାଶୁଣୀ ଛକ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଅଞ୍ଚଳରେ ୬ ଲେନ୍ ପୋଲ, ସର୍ଭିସ୍ ରୋଡ୍ ଏବଂ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ନିର୍ମାଣ କାମ …
